ଥାନାରେ ନାବାଳିକା ଅପହରଣ ମାମଲା
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ ଗ୍ରାମର ମହେଶ୍ବର ମହାନ୍ତଙ୍କ ଝିଅ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଝିଅ କୁ ଗତ ୧୦ ତାରିଖ ରାତି ପ୍ରାୟ ୧୧ ଟା
ସମୟରେ ଅପହରଣ କରି ନିଆଯାଇଥିବା ବାପା ମାଆ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି ସୂଚନା ଅନୁଯାୟୀ ପୋଲିସ୍ ପକ୍ଷରୁ ୧୧୨/୨୩/ ଏକ କେଶ୍ ରୁଜୁ ହୋଇଛି
ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ଘଟଣାର ତଦନ୍ତ କରୁଛନ୍ତି
ଅଭିଯୋଗ ଅନୁଯାୟୀ ନାବାଳିକା ଜଣକୁ ବୈଶିଙ୍ଗା ଅଂଚଳର ଜଣେ ଯୁବକ ଅପହରଣ କରିଥିବା ଝିଅର ବାପା ସନ୍ଦେହ କରୁଛନ୍ତି କାରଣ ତାଙ୍କ ପୁଅର ସାଙ୍ଗ ଥିବା ବୈଶିଙ୍ଗା ଅଞ୍ଚଳର ଯୁବକ ସହ ନାବାଳିକା ଜଣକ ଫୋନ୍ ରେ କଥାବାର୍ତ୍ତା ହେଉଥିବା ପ୍ରକାଶ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

