ପାରିବାରିକ କଳହ ର କରୁଣ ପରିଣତି, ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ସୋ ସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାରିବାରିକ କଳହର କରୁଣ ପରିଣତି ରୁ ନିଜ ସ୍ତ୍ରୀ କୁ ପନିକି ଚୋଟରେ ହାଣି ହତ୍ୟା କରିଛି ସ୍ୱାମୀ।ଏହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନ ବଣିଆହୁଡି ଗ୍ରାମରେ।ସୂଚନାରୁ ଜଣାଯାଇଛି ଯେ ଗ୍ରାମର ଅଭୟ ରାଉତ ( ବାପୁନୁ) ଓ ସ୍ତ୍ରୀ ତୁଳସୀ ବାରମ୍ବାର କୁ ନେଇ ଝଗଡା ଲାଗି ରହୁଥିଲା।ଗତକାଲି ରାତିରୁ ଝଗଡା ତୀବ୍ର ହେବାରୁ ଏଥିରେ ଉତ୍ୟକ୍ତ ସ୍ୱାମୀ ବାପୁନୁ ଏକ ପନିକି ଚୋଟ ରେ ସ୍ତ୍ରୀ ତୁଳସୀକୁ ହାଣିଦେବାରୁ ତାର ମୃତ୍ୟୁ ଘଟିଛି। ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବଦ କରିବା ସହିତ ସ୍ୱାମୀ ବାପୁନୁ କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷେ ଏହା ପରକିଆ ପ୍ରୀତି କୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକମାନେ ସମାଲୋଚନା କରିଛନ୍ତି।
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

