ହାତୀ ଆକ୍ରମଣରେ କୃଷକଙ୍କ ଜୀବନ ଗଲା । ଆଜି ସକାଳ ସାତଟା ସମୟରେ ଵନ୍ତଳା ଥାନା ଅନ୍ତର୍ଗତ ଵସଲା ଗ୍ରାମର ଭାବଗ୍ରାହୀ ଜେନା (୫୫)ଙ୍କୁ ଗାଁ ମୁଣ୍ଡରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଫଳରେ ଘଟାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।ଵନ୍ତଳା ଵନଞ୍ଚଳ ରେ ହାତୀ ଆକ୍ରମଣ ଥମିବା ନା ନେଉଥିବା ରୁ ସାଧାରଣରେ ଉଦଵେଗ ପ୍ରକାଶ ପାଉଛି ।

ବିଜ୍ଞାପନ





