ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବଣ୍ଟନ…..!
ଜୁନାଗଡ଼.,..ଗରିବର ବନ୍ଧୁ, ଗରିବର ଦୁଃଖ ସୁଖ ର ସାଥି ସବୁବେଳେ ଲୋକଙ୍କ ପାଖରେ ଠିଆ ହେଉଥିବା ଜଣେ ଦରଧୀ ବନ୍ଧୁ ଆମ ପିଳିକିଆ ପଞ୍ଚାୟତ ସରପଞ୍ଚ ସଭ୍ୟା ଶ୍ରୀମତୀ ସଭ୍ୟାରାଣୀ ସୁନାନୀ ଓ ପିଳିକିଆ ପଞ୍ଚାୟତ ନାଇବ ସରପଞ୍ଚ ଶ୍ରୀ ରାହାସ ନାଏକ କଙ୍କୁ ସାଙ୍ଘରେ ଧରି ଘର ଘର ବୁଲି ଗରିବ ବିଧବା ମା ମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା 3000 ତିନି ହଜାର ଲେଖାଁଏ ପଞ୍ଚାୟତର ପିଳିକିଆ, ମହିଭର, ବାଲିଛଡା, ଗଙ୍ଗପୁର କୁ ଜାଇ ଟଙ୍କା ବାଣ୍ଟି ଥିଲେ ଏବଂ ଲୋକଙ୍କ ଦୁଃଖ, ସୁଖ ବୁଝିଥିଲେ, ଏହା ଦେଖି ପଞ୍ଚାୟତ ର ଲୋକେ ସରପଞ୍ଚ ଙ୍କୁ ବହୁତ ପ୍ରଶଂସା କରିଥିଲେ, ଏବଂ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା, ପାଞ୍ଚ ବର୍ଷ ଆଗରୁ ଏମିତି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଆସୁଥିଲା ନା ନାହିଁ, ନା ଟଙ୍କା ବାଟମାରଣା ହେଉଥିଲା, ଯଦିଆସୁଥିଲା ଗଲାକେଉଁଆଡେ, ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା କାହାକୁ ଦେଓଉନଥିଲେ, ହେଲେ ପାଞ୍ଚ ବର୍ଷର ଟଙ୍କା ଗଲା କେଉଁ ଆଡେ, ଜନତା ଙ୍କ ମନରେ ପ୍ରଶ୍ନଉଠୁଛି, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ!




