ବନ ବିଭାଗ ଓ ଟାଟା ଷ୍ଟିଲ ପକ୍ଷରୁ ବନ୍ୟପ୍ରାଣୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ : ବନ୍ଯପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି ଢେଙ୍କାନାଳ ବନ ବିଭାଗ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ହିନ୍ଦୋଳ ରସିପାଳ ବିଦ୍ୟାଳୟରେ ବନ୍ୟଜନ୍ତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋହିତ କୁମାର ରଥ, ରେଞ୍ଚ ଅଫିସର, ଢେଙ୍କାନାଳ ରସିପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଟିତ୍ତରଞ୍ଜନ ଦାସ: ଏବଂ ସମ୍ମାନିତ
ବନ୍ୟପ୍ରାଣୀ ଏାର୍ଚେନ ବିଜୟ କୁମାର ଦାସଙ୍କ ସହ ଟାଟା ଷ୍ଟିଲ ମେରାମଣ୍ଡାଳୀର କର୍ପୋରେଟୁ ସମ୍ପର୍କ ମୁଖ୍ୟ ନୃସିଂହ ଚରଣ
ମହାପାତ୍ର ପରିବେଶ ଏବଂ ସସେଟେଲେବିଲିଟି ବିଭାଗର ଏରିଆ ମ୍ୟାନେଜର ନୃସିଂହ ଏସ୍ ଥାରା, ଏଥୁରେ ଯୋଗ ଦେଇଥିଲେ| ଏଥରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପରିବେଶ ନିରନ୍ତରତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କଗିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ଉଦ୍ଘାଟନୀ ଅଧ୍ଵବେଶନରେ ଅଂଶଗ୍ରହଣକାରୀମାନେ ବନ୍ୟପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତାକୁ ମୁରକ୍ଷିତ ରଖୁବା ଉପରେ ଗୁରୁତ୍ବାରୋପ କରିଥିଲେ। ଲୋହିତ କୁମାର ରଥ ସ୍ଥାନୀୟ ବନ୍ଯପ୍ରାଣୀ ଓ ସଂରକ୍ଷଣ ପ୍ରୟାସ ସମ୍ପର୍କରେ ମୂଲ୍ୟବାନ ସୂଚନା ପ୍ରଦାନ କରିବା ସହ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ରକ୍ଷଣାବେକ୍ଷଣରେ
ସାମୂହିକ ସଂପୃସ୍ତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥୁଲେ। ଏହି କାର୍ଯ୍ୟକ୍ରମରେ ଏହି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବିବିଧତାକୁ ପ୍ରଦର୍ଶିତ କରି ଏକ ଦକ୍ଯୁମେଣ୍ଟାରୀ ଭିଡିଓ ପ୍ରଦର୍ଶିତ ହୋଇଥଲା, ଯାହା ଛାଚ୍ରଛାଟ୍ରୀଙ୍କୁ ପ୍ରକୃତିର ଚମକ୍କାର ବିଷୟରେ ଆକର୍ଷିତ କରିଥଲା । ସକ୍ରିୟ ଅଂଶଗ୍ରହଣ ଏବଂ ଏ ବିଷୟରେ ପିଲାଙ୍କୁଯପ୍ରୋତ୍ସାହିତ କରିବା ପାଇଁ ସ୍କୁଲ ପିଲାମାନଙ୍କ ମଧ୍ଯରେ ବନ୍ଯପ୍ରାଣୀ ଉପରେ ଏକ କୂଇଜ୍ ପ୍ରତିଯୋଗିତା ଆୟୋଜନ
କରାଯାଇଥିଲା। ଏହି ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରାଯାଇ ପୁରସ୍କୃତ କରାଯାଇଥଲା, ଯାହା କି ଯୁବମାନସିଳଚା ଗଠନରେ ବନ୍ୟପ୍ରାଣୀ ଶିକ୍ଷାର ମହତ୍ସଵକୁ ଦୃଢ଼ କରିଥିଲା ।




