ବାଲିଯାତ୍ରା ସପ୍ତମ ଦିନ ବୈଷ୍ଣବ ପାଣି ମଞ୍ଚରେ ବଲିଉଡ
ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଗାୟକ ସୁରେଶ ୱାତକର
ଗୀତରେ କମ୍ପିଲା , ଲଗି ଆଜ୍ ସାୱନ୍ କି ଫିର ଦୋ ଝଡ଼ି ହେ
ଗୀତରେ ବେଶ୍ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା, ଓଡ଼ିଆ ଗୀତରେ
ମା ତୁମେ ମମତାର ଗୀତ, ସିନ୍ଦୂର ଗୀତ ସମସ୍ତଙ୍କୁ ମନମୁଗ୍ଧ କରିଥିଲା, ଓଡିଶା ସରକାରଙ୍କ ରାଜସ୍ଵ ମନ୍ତ୍ରୀ ଅତିଥି ଭାବେ ଯୋଗଦେଇ ବାଲିଯାତ୍ରାର ଇତିହାସକୁ କଟକ ବାସୀ ମନେ ପକାଇ ଏହି ପରମ୍ପରା କୁ ବଜାଇ ରଖିଥିବାରୁ ସମସ୍ତ କଟକ ବାସୀଙ୍କୁ ଧନ୍ଯବାଦ୍ ଜଣାଇଥିଲେ।



