ଢେଙ୍କାନାଳ ଟାଉନ୍ ବଡଯୋରା ନିକଟସ୍ଥ ଶ୍ରୀ ଶ୍ରୀ ଶନିଶ୍ଚର ମହାପ୍ରଭୁଙ୍କ ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଚାରିଦିନ ଧରି ଆରମ୍ଭ ହୋଇଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ୨୮ ତାରିଖରୁ ମଙ୍ଗଳାରୋପଣ ଓ କଳସ ଯାତ୍ରା ହୋଇଥିବାବେଳେ ୨୯ ତାରିଖରେ ସୂର୍ଯ୍ୟପୂଜା, ଗୁରୁପୂଜା, ଗୋ-ପୂଜା, ଶାଲା ସଂସ୍କାର, କଳସ ମଣ୍ଡଳାଦି ପୂଜନ, ଶ୍ରୀ ଶ୍ରୀ ଶନି ମହାପ୍ରଭୁଙ୍କର ଷୋଡଶ ଉପଚାର ପୂଜା, ଅଗ୍ନି ସଂସ୍କାର ଓ ଆହୁତୀ ପ୍ରଦାନ କରାଯାଇଅଛି । ୩୦ ତାରିଖରେ ସୂର୍ଯ୍ୟପୂଜା, ଗୁରୁପୂଜା, ଗୋ-ପୂଜା, ମଣ୍ଡଳାଦି ପୂଜନ, ଶ୍ରୀ ଶ୍ରୀ ଶନି ମହାପ୍ରଭୁଙ୍କର ଷୋଡଶ ଉପଚାର ପୂଜା, ଚଣ୍ଡିପାଠ ଓ ଆହୁତି ପ୍ରଦାନ କରାଯାଇଅଛି । ଅଦ୍ୟ ମଇ ୧ ତାରିଖରେ ବିଭିନ୍ନ ପୂଜା ସହିତ ଗୀତା ଯଜ୍ଞ, ଗୀତା ପାଠ ଓ ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଠି । ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ମୁଖ୍ୟ ପୂଜାକ ଯଜ୍ଞେଶ୍ବର ମିଶ୍ର, ଶ୍ରୀବସ ମିଶ୍ର, ସଂଗ୍ରାମ ମିଶ୍ର, ରାମଚନ୍ଦ୍ର ଶତପଥୀ ଓ ରାଜେଶ କୁମାର ମିଶ୍ର ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ। ରଞ୍ଜନ କୁମାର ସାହୁ ଓ ସରୋଜିନୀ ସାହୁ କର୍ତା ଓ କର୍ତୀ ଭାବେ ଉପସ୍ଥିତ ରହିଥିଲେ। କମିଟିର କର୍ମକର୍ତା ଜ୍ୟୋତି ମହାପାତ୍ର, ପଙ୍କଚ କୁମାର ସାହୁ, ଜୟ ପ୍ରକାଶ ସାହୁ, ଭାଲୁ ମଲ୍ଲିକ, ଶିଖର ମଲ୍ଲିକ, ସୋମନାଥ ସାହୁ, ଉମେଶ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ଭାବେ ଉପସ୍ଥିତ ରହିଥିଲେ। କମିଟିର କର୍ମକର୍ତା ଜ୍ୟୋତି ମହାପାତ୍ର, ପଙ୍କଚ କୁମାର ସାହୁ, ଜୟ ପ୍ରକାଶ ସାହୁ, ଭାଲୁ ମଲ୍ଲିକ, ଶିଖର ମଲ୍ଲିକ, ସୋମନାଥ ସାହୁ, ଉମେଶ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ଭାବେ ଉପସ୍ଥିତ ରହିଥିଲେ। କମିଟିର କର୍ମକର୍ତା ଜ୍ୟୋତି ମହାପାତ୍ର, ପଙ୍କଚ କୁମାର ସାହୁ, ଜୟ ପ୍ରକାଶ ସାହୁ, ଭାଲୁ ମଲ୍ଲିକ, ଶିଖର ମଲ୍ଲିକ, ସୋମନାଥ ସାହୁ, ଉମେଶ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।



