ଭୂବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ନିଜର ଫର୍ମକୁ ଫେରିଥିବା ଜଣାପଡ଼ିଛି । ରାଜସ୍ଥାନ ରୟାଲ୍ସକୁ ନିଜ ଘରୋଇ ମୈଦାନରେ ୧୦୦ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଚଳିତ ସିଜିନରେ ଲଗାତାର ଷଷ୍ଠ ବିଜୟ ସହ ଏମଆଇ ଏବେ ଟ୍ରଫି ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ସିଜନ୍ର ଆରମ୍ଭରେ କିଛି ମ୍ୟାଚ ହାରିଥିବା ସତ୍ତ୍ୱେ, ମୁମ୍ବାଇ ଇଣ୍ଡିଆନ୍ସ ଏବେ ପୁରୁଣା ଫର୍ମକୁ ଫେରିଥିବା ଦେଖିବାକୁ ମିଳିଛି ।

April 16, 2026/
No Comments


