ଦଲାଲଙ୍କ କବଜାରେ ତାଳଚେର ତହସିଲ। ଅତି ଗୁରୁତ୍ୱପୂର୍ଣ୍ଣ ଲିଗାଲ ହେଆର୍ ସାର୍ଟିଫିକେଟ୍ ପାଇଁ ୩ହଜାରରୁ ୫ହଜାର

ଦଲାଲଙ୍କ କବଜାରେ ତାଳଚେର ତହସିଲ – ଅତି ଗୁରୁତ୍ୱପୂର୍ଣ୍ଣ ଲିଗାଲହେଆର୍ ସାର୍ଟିଫିକେଟ୍ ପାଇଁ ୩ହଜାରରୁ ୫ହଜାର

ତାଳଚେର, ୨୬/୦୫ ଶିଳ୍ପନଗରୀ କଳାହୀରା ସହର ତାଳଚେର ଅଂଚଳରେ ଶିଳ୍ପ ଓ କୋଇଲା ଖଣି ପାଇଁ ଏଠିକାର ଜନସାଧାରଣ ଶତପ୍ରବୃତ ଭାବେ ଦେଶର ବିକାଶ ପାଇଁ ସରକାରଙ୍କୁ ଜବିବାଡ଼ି ଟେକି ଦେଇଥାନ୍ତି । ଫଳରେ ତାଳଚେର ତହସିଲ ଅଂଚଳରେ ଜମିବାଡ଼ିର ଅଭାବ ସହିତ ଚାହିଦା ବୃଦ୍ଧି ପାଉଥିବାରୁ ଏହି କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ଗହଳ ଚହଳ ଲାଗି ରହିଥାଏ । ଅନୁଗୋଳ ଜିଲ୍ଳା ମଧ୍ୟରେ ତାଳଚେର ତହସିଲ ସର୍ବାଧିକ ରାଜସ୍ୱ ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରିଥାଏ । ମାତ୍ର କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ବିଭିନ୍ନ ଜରୁରୀକାଳୀନ ସାଟିଫିକେଟ୍ ଯଥା ଲିଗାଲ ହେଆର୍‌, ରେସିଡ଼େନ୍ସ, କାଷ୍ଟ, ଇନକମ ଇତ୍ୟାଦି ଆବଶ୍ୟକ ସାଟିଫିକେଟ୍ ଗୁଡ଼ିକ ପାଇଁ ଠକାମୀର ଶୀକାର ହେଉଥିବା ଅଭିଯୋଗ ହେଉଛି । ପ୍ରାଧାନମନ୍ତ୍ରୀ ମୋଦୀଜୀ ଜନସାଧାରଣଙ୍କ ସେବକ କହି ଲୋକମାନଙ୍କୁ ସନମ୍ମାନ ଦେଉଥିବା ବେଳେ ଏହି ତହସିଲ କାର୍ଯ୍ୟାଳୟରେ ଘୋର ବ୍ୟତୀକ୍ରମ ଦେଖା ଦେଉଛି । ପୁନଶ୍ଚ ସ୍ୱଚ୍ଛ ଶାସନ ଯୋଗାଇ ଦେବାନେଇ ସରକାର ଡ଼ିମଡ଼ିମ ପିଟୁଥିବା ବେଳେ ତାଳଚେର ତହସିଲରେ ଦୁର୍ନିତୀର ଗନ୍ତାଘର ସାଜିଥିବା କୁହାଯାଉଛି । ଏସମ୍ପର୍କରେ ଦୂରଦୂରାନ୍ତରୁ ଲୋକମାନେ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଆସୁଥିବା ବେଳେ ତହସିଲଦାର ନିଜ କର୍ମଚାରୀଙ୍କୁ ନେଇ ବୈଠକ ପରେ ବୈଠକ କହି ଲୋକମାନଙ୍କୁ ସାକ୍ଷାତ କରନ୍ତି ନାହିଁ ବୋଲି ସଙ୍ଗୀନ ଅଭିଯୋଗ ହେବା ସହ ବିଶେଷ କରି ଗରୀବ ଶ୍ରେଣୀର ଲୋକେ ନିଜର ମୂଲମଜୁରୀ କାମ ଛାଡ଼ି ଖର୍ଚ୍ଚାନ୍ତ ହୋଇ ଅଫିସ୍‌କୁ ଆସୁଥିଲେ ହେଁ ବାବୁଙ୍କ ସାକ୍ଷାତ ହୋଇନଥାଏ ବୋଲି ସେମାନେ ପ୍ରକାଶ କରୁଛନ୍ତି । ଏପରିକି, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ସେଡ଼ ତଳେ ଗାଡ଼ିକୁ ରଖୁଥିବାରୁ ଲୋକମାନେ କାର୍ଯ୍ୟାଳୟ ଭିତରକୁ ଯିବାକୁ ହେଲେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଠାରେ କୁହାଯାଇପାରେ, ସରକାର ବଦଳିଛି ସତ! କିନ୍ତୁ ବାବୁଭାୟା ମାନଙ୍କର ପୁରୁଣା ଢ଼ାଂଚା ବଦଳି ନାହି । ଏହି ତହସିଲ କାର୍ଯ୍ୟାଳୟରେ ହାତଗୁଞ୍ଜା ନଦେଲେ କାଗଜପତ୍ର ଏଟେବୁଲରୁ ସେ ଟେବୁଲକୁ ଯାଇନଥାଏ ଏବଂ ଏବାବଦରେ ମୁହଁ ଖୋଲିଲେ କର୍ମଚାରୀମାନେ ନାଲିଆଖି ଦେଖାଇଥାନ୍ତି । ଏପରିକି, ବିଭିନ୍ନ ସାର୍ଟିଫିକେଟ ପାଇଁ ଜନସେବା କେନ୍ଦ୍ରରେ ୩ହଜାର ଟଙ୍କା ଲାଗୁଛି ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ଲିଗାଲହେଆର୍ ସାର୍ଟିଫିକେଟ୍ ଟି ୩ହଜାରରୁ ୫ହଜାର ଦେବାକୁ ପଡ଼ିଥାଏ ବୋଲି ଚର୍ଚ୍ଚା ପରିସରକୁ ଆସିଛି । ଏପରିକି, ପାର୍ଟ ପ୍ଲଟ ଜମିର ଖର୍ଦ୍ଦି ବିକ୍ରି ନକରିବାକୁ କଡ଼ା ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏମାନେ କେଉଁଠାରୁ କେଜାଣି ଆଦେଶନାମା ଆଣି ଏଠାରେ ଶହଶହ ଏକର ପାର୍ଟପ୍ଲଟକୁ ୫ହଜାର ଟଙ୍କା ହାତଗୁଞ୍ଜା ନେଇ କୁଆଡ଼େ ରେଜିଷ୍ଟ୍ରି କରି ଦେଉଥିବା ଅଭିଯୋଗ ହେଉଛି । ସେହିଭଳି ମ୍ୟୁଟେସନ୍ କେସରେ ମଧ୍ୟରେ ହାତଗୁଞ୍ଜା ନଦେଲେ ମ୍ୟୁଟେସନ୍ ହୋଇ ପାରୁନଥିବା ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି! ଏପରିକି, କିଛି ଦଲାଲ ସେହି କାର୍ଯ୍ୟାଳୟରେ ରହି ଅଂଚଳରେ ରହିଥିବା ହତା, ନାଳ, ସରକାରୀ ଜମି ଗୁଡ଼ିକ ମଧ୍ୟ ନାନା ବାଟରେ ତହସିଲ ଅଫିସ୍‌ର ଅସାଧୁ କର୍ମଚାରୀଙ୍କୁ ହାତବାରସୀ ସଜାଇ ଖର୍ଦ୍ଦି ବିକ୍ରି କରି ବେଶ ମାଲାମାଲ ହେଉଥିବା କୁହାଯାଉଛି । ତେଣୁ ତୁରନ୍ତ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଦାବି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech