ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ଓରମାସ ପକ୍ଷ ରୁ ଆୟୋଜିତ ଗାଁ ଆମ୍ବ ପସରା ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଆଜି ୩୦ ତାରିଖ ଦିନ ଶେଷ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଦିନ ମାନଙ୍କରେ ୨୫ କ୍ଵିଣ୍ଟାଲ ରୁ ଉର୍ଦ୍ଧ ଆମ୍ବ ବିକ୍ରୀ ହୋଇଛି। ଢ଼େଙ୍କାନାଳ ର ଦୁଇଟି ମହିଳା ଚାଷୀ ଙ୍କ ଉତ୍ପାଦକ କମ୍ପାନୀ ଓ ଗୋଟିଏ ଉତ୍ପାଦକ ଦଳ ଦ୍ୱାରା ପରିଚାଳିତ ଉକ୍ତ ପ୍ରଦର୍ଶନୀ ରେ ପ୍ରେରଣା ଦାଇ ବୋଲି କହିଛନ୍ତ।

May 1, 2026/
No Comments


