ନିର୍ମଳ ପାଣ୍ଡେ ସ୍ମୃତି ଚଳଚିତ୍ର ଫେଷ୍ଟିଭାଲ ଆଜି ବିଜୁପଟନାୟକ ଫିଲ୍ମ ଟେଲିଭିଜନ ଇନ୍ଷ୍ଟିଟ୍ୟୁଟ ଅଫ ଓଡିଶା କଟକର ଅଡିଟରୀୟମରେ ଉଠଘାଟନ ହୋଇଯାଇଛି, ଏହି ଚଳଚିତ୍ର ଫେଷ୍ଟିଭାଲ ଦୁଇ ଦିନ ଧରି ଚାଲିବ, ଏହି ସଂଗଠନ ର ମୂଖ୍ୟ ଅନିଲ ଦୁବେ କହିଛନ୍ତି, ନିର୍ମଣ ପାଣ୍ଡେଙ୍କ ବହୁତ ଚଳଚିତ୍ର ଓଡ଼ିଶାରେ ସୁଟିଙ୍ଗ ହୋଇଛି, ତେଣୁ ତାଙ୍କ ସ୍ମୁତି ରେ ଦୁଇ ଦିନ ଏହି କାର୍ଯ୍ୟକ୍ରମ ହେବ, ଆଜି ଓ କାଲି, ଏହି କାର୍ଯ୍ୟକ୍ରମରେ ମୁମ୍ବାଇରୂ ଅନେକ କଳାକାର ଯୋଗଦେବାର ରହିଛି।




