ଆତ୍ମହତ୍ୟା – ଏବଂ ଏହାର ନିବାରଣ

ଆତ୍ମହତ୍ୟା – ଏବଂ ଏହାର ନିବାରଣ – ଦୈନନ୍ଦିନ ଜୀବନରେ ଆତ୍ମହତ୍ୟା ସବୁଠାରୁ ଏକ ସାଧାରଣ ଘଟଣା। ପ୍ରତିଦିନ ଆମେ ଖବର କାଗଜ ଏବଂ ଟେଲିଭିଜନ ମାଧ୍ୟମରେ ଆତ୍ମହତ୍ୟା ବିଷୟରେ ପଢ଼ୁଛୁ କିମ୍ବା ଶୁଣୁଛୁ। ଆମେ ମଣିଷମାନେ ଆମର ଦୈନନ୍ଦିନ ଜୀବନଯାପନ ପ୍ରତି ଅଧିକ ଜଟିଳ ହେବାକୁ ଲାଗିଛେ। ଲୋକଙ୍କ ଏପରି ବଡ଼ ପଦକ୍ଷେପ ପଛରେ ଥିବା କାରଣ ହେଉଛି ସେମାନେ ନିଜେ ନିଜଠୁ କିମ୍ବା ଅନ୍ୟମାନଙ୍କଦ୍ୱାରା କୌଣସି ପ୍ରକାରେ ଭୟ ଅନୁଭବ କରନ୍ତି।। ଯଦିଓ ଆମେ ଆଜି ଦେଖୁଛୁ ଯେ କିଶୋର ଏବଂ ମଧ୍ୟବୟସ୍କମାନେ ଆତ୍ମହତ୍ୟା ପ୍ରତି ଅଧିକ ସମ୍ବେଦନଶୀଳ ଅଛନ୍ତି। ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ଅଧ୍ୟୟନର ଚାପ, ଭଙ୍ଗା ସମ୍ପର୍କ , ଚାକିରିର ଚାପ, ନିମ୍ନ ସାମାଜିକ-ଆର୍ଥିକ ଅବସ୍ଥା, ପୂର୍ବରୁ ଆତ୍ମହତ୍ୟା ଚେଷ୍ଟା କରିବା, ପ୍ରିୟଜନଙ୍କ କ୍ଷତି କିମ୍ବା ମୃତ୍ୟୁ, ଚାକିରୀ ହରାଇବା ଭୟ, ଯୌନ ଉତ୍ପୀଡନ, ମାନସିକ ରୋଗ ଏବଂ ନିଶାଦ୍ରବ୍ୟ ଅପବ୍ୟବହାର।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆତ୍ମହତ୍ୟାକୁ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ସ୍ୱୀକାର କରେ, ପ୍ରତିବର୍ଷ ବିଶ୍ୱ ସ୍ତରରେ ୭୨୦,୦୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଏ। ୨୦୨୧ ମସିହାରେ, ୧୫-୨୯ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ଥିଲା, ଏବଂ ଏହି ମୃତ୍ୟୁର ୭୩% ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଘଟିଥିଲା। ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାଳିତ ହେଉଥିବା ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସକୁ WHO ସହ-ପ୍ରାୟୋଜକ କରିଥାଏ। ୨୦୨୪-୨୦୨୬ ପାଇଁ ତ୍ରିବାର୍ଷିକ ବିଷୟବସ୍ତୁ ହେଉଛି “ଆତ୍ମହତ୍ୟା ବିଷୟରେ କଥାବାର୍ତ୍ତାରେ ପରିବର୍ତ୍ତନ ଆଣିବା” – ସମାଜରେ ଖୋଲାମେଲା ଆଲୋଚନାକୁ ପ୍ରୋତ୍ସାହିତ କରିବା। ମାନସିକ ସ୍ୱାସ୍ଥ୍ୟ ବିଷୟରେ ସମାଜରେ ଏଯାଏଁ ଭ୍ରମ ଓ ନକାରାତ୍ମକ ଧାରଣା ରହିଛି। ମନୋଚିକିତ୍ସକ ପାଖକୁ ଯିବାକୁ ସମୟରେ ଲୋକେ ହାସ୍ୟାସ୍ପଦ କଥା କହିଥାନ୍ତି। ଫଳରେ ମାନସିକ ସମସ୍ୟାରେ ଥିବା ଲୋକ ସହାୟତା ନେବାକୁ ଡରନ୍ତି। ସେମାନେ ନିଜ ଦୁଃଖ ଲୁଚାଇ ରଖନ୍ତି ଓ ମନୋବିକଳ୍ପ ଗୁରୁତର ହେଲେ ଆତ୍ମହତ୍ୟାକୁ ଏକମାତ୍ର ଉପାୟ ବୋଲି ଭାବିନିଅନ୍ତି।ଆଜି ଯଦି ଆମେ ଦେଖିବା ୨୦୨୫ ମସିହାରେ ଓଡ଼ିଶାରେ ଆତ୍ମହତ୍ୟା ପରିସ୍ଥିତି ବଢ଼ୁଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟାକୁ ସ୍ପଷ୍ଟ କରୁଛି, ଯାହା ବହୁମୁଖୀ ହସ୍ତକ୍ଷେପ ଏବଂ ଜନସଚେତନତା ର ବୃଦ୍ଧିପାଇଁ ଦାବି କରୁଛି। ସମାଜରୁ ଆତ୍ମହତ୍ୟାକୁ ଆମେ କିପରି ରୋକିପାରିବା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରଥମେ ଆମକୁ ଲୋକଙ୍କ ମନରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ଥିବା କଳଙ୍କକୁ ବନ୍ଦ କରିବାକୁ ପଡିବ। କିପରି ଆମେ ସଚେତନା ସୃଷ୍ଟି କରିବା , ଦୃଢ଼ ସାମାଜିକ ସମର୍ଥନ- ବନ୍ଧୁ, ପରିବାର ଏବଂ ପରାମର୍ଶଦାତାଙ୍କ ସହିତ ସହାୟକ ଦୃଢ଼ ସମ୍ପର୍କ ଆତ୍ମହତ୍ୟା ଚିନ୍ତାଧାରା ଅନୁଭବ କରିବାର ସମ୍ଭାବନା କମ୍ କରିଥାଏ। ସେହିଭଳି ସ୍ଥିରତା ଏବଂ ମୁକାବିଲା କରିବାର ଦକ୍ଷତା ,ସମସ୍ୟା ସମାଧାନ କରିବାର ଦକ୍ଷତା, ଚାପ ପରିଚାଳନା କୌଶଳ ଇତ୍ୟାଦି ଆମକୁ ଆତ୍ମହତ୍ୟା ରୋକିବାରେ ସାହାୟକ ହୁଏ। ପ୍ରାରମ୍ଭିକ ଚିହ୍ନଟ ଏବଂ ହସ୍ତକ୍ଷେପଦ୍ୱାରା ଆମେ ଆତ୍ମହତ୍ୟାକୁ ରୋକିପରିବାରେ ସମର୍ଥ ହେବା। ଶାରୀରିକ ସ୍ୱାସ୍ଥ୍ୟ ପରି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆମେ ନିଜର ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ। ପ୍ରତିଦିନ ଯୋଗ, ଧ୍ୟାନ,ସୁସ୍ଥ ଖାଦ୍ୟ ,ପର୍ଯ୍ୟାପ୍ତ ମାତ୍ରାରେ ନିଦ, ବିଭିନ୍ନ ପ୍ରକାର ରୁଚିକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆବଶ୍ୟକ ଯେପରିକି ପଢ଼ିବା, ଲେଖ‌ିବା,ଚିତ୍ର ଆଙ୍କିବା, ବଗିଚା କାମ କରିବା ଓ ପ୍ରକୃତିକୁ ଅନୁଭବ କରିବା ଇତ୍ୟାଦି ଅଭ୍ୟାସ କଲେ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଆମେ ସମସ୍ତଙ୍କୁ ନିଜ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଅଧିକରୁ ଅଧିକ ସଚେତନ କରିବା ଉଚିତ।ଆତ୍ମହତ୍ୟାର ଚିନ୍ତା କରୁଥିବା ବ୍ୟକ୍ତିମାନେ ପ୍ରକୃତରେ ମୃତ୍ୟୁକୁ ଇଚ୍ଛା କରୁ ନଥାନ୍ତି। ସେମାନେ ନିଜ ମନର ଯନ୍ତ୍ରଣାରୁ ମୁକ୍ତି ଚାହାଁନ୍ତି, ବରଂ ମନର ଶାନ୍ତି ଓ ସମର୍ଥନ ଚାହାଁନ୍ତି। ଉପଯୁକ୍ତ ସହାୟତା ମିଳିଲେ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।ଯଦି ଆପଣ କୌଣସି ପ୍ରକାରର ମାନସିକ ସମସ୍ୟା କିମ୍ବା ଅସୁସ୍ଥତା ଅନୁଭବ କରୁଛନ୍ତି, ତେବେ ଏକା ରହିବେ ନାହିଁ। ବିଶ୍ୱାସଯୋଗ୍ୟ ଲୋକଙ୍କ ସହ କଥା ହୋଇ ନିଜର ଭାବନା ପ୍ରକାଶ କରନ୍ତୁ, ସହାୟତା ମାଗିବା ଦୁର୍ବଳତା ନୁହେଁ, ବରଂ ସାହସର ପରିଚୟ। ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ” ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ମାଧ୍ୟମରେ ଏହି ସେବା ନିଶୁଳ୍କ ଓ ସମ୍ପୂର୍ଣ୍ଣ ଗୋପନୀୟ ଭାବରେ ଦିଆଯାଉଅଛି। ଯଦି ଚିକିତ୍ସାଳୟକୁ ସିଧାସଳଖ ଯିବା ଆପଣଙ୍କ ପାଇଁ ସମ୍ଭବ ନୁହେଁ, ତେବେ ସରକାରଙ୍କ ଦ୍ୱାରା ଜାରି ୧୪୪୧୬ ହେଲ୍ପଲାଇନ୍‌କୁ (୨୪*୭ )ଫୋନ କରି ସହାୟତା ନେଇପାରିବେ। ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ବିଶେଷ ସହାୟତା ଏଠାରେ ଉପଲବ୍ଧ ଅଛି। ସଠିକ୍ ସମୟରେ ପରାମର୍ଶ ଓ ଚିକିତ୍ସା ନେଲେ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଆତ୍ମହତ୍ୟା ରୋକିବା ହେଉଛି ସମସ୍ତଙ୍କର ଦାୟିତ୍ୱ। ଆତ୍ମହତ୍ୟା ସହିତ ଜଡିତ ବିପଦ କାରଣ, ଚେତାବନୀ ସଙ୍କେତ ଓ ସୁରକ୍ଷା କାରଣକୁ ବୁଝି, ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସହାୟତା କରି ସଶକ୍ତ କରିପାରିବା। ଏକ ସୁନ୍ଦର ଓ ସହାୟକ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଯଦି ଆପଣ ଆତ୍ମହତ୍ୟାର ଚେତାବନୀ ସଙ୍କେତ ଲକ୍ଷ୍ୟ କରନ୍ତି, ତେବେ ସାହାଯ୍ୟ ପାଇଁ ହାତ ବଢାଇବାକୁ ସଂକୋଚ କରନ୍ତୁ ନାହିଁ। ଏହା କରିବା କଷ୍ଟକର ହୋଇପାରେ, କିନ୍ତୁ ଏହା ଏକ ଜୀବନ ରକ୍ଷା କରିପାରିବ। ଆସନ୍ତୁ, ଏକାଠି ହୋଇ ନୀରବତା ଭାଙ୍ଗି, ଆତ୍ମହତ୍ୟାକୁ ରୋକିବା।

ଶୁଶ୍ରୀ ସମ୍ୟକଦର୍ଶିନୀ ନନ୍ଦ

ମନସ୍ତତ୍ତ୍ୱବିତ୍

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech