ମେରା ୟୂବା ଭାରତ ଢେଙ୍କାନାଳ ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ସମଚରଣପୁର ଠାରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରା ଯାଇଛି।ଗାନ୍ଧିଜୀ ଅହିଂସା ନୀତି ଆପଣେଇବା ପାଇଁ ଯୁବ ବର୍ଗଙ୍କୁ ବୁଝା ଯାଇଅଛି।ସମାଜସେବୀ ସୌମ୍ୟା ମିଶ୍ର ଉପସ୍ଥିତ ରହି ଏହି ସଭା କାର୍ଯ୍ୟ ଓ ସଫେଇ ଅଭିଯାନ ତଥା ବୃକ୍ଷ ରୋପଣରେ ସାମିଲ ହୋଇଛନ୍ତି।



