ଢେ଼ଙ୍କାନାଳ ରେଲୱେ ପକ୍ଷ ରୁ କାଳୀ ପୂଜା ଭଷାଣୀ ଉତ୍ସବ ପାଳିତ
ଢେଙ୍କାନାଳ : ରେଲୱେ ପକ୍ଷ ରୁ କାଳୀ ପଡିଆ ଠାରେ ୯୧ ତମ ମା ଶ୍ୟାମା କାଳୀ ଙ୍କ ପୂଜା ଆଜି ଭଷାଣୀ ଉତ୍ସବ ପାଳିତ ହୋଇଯାଇଛି। ୨୦ ତାରିଖ ମଧ୍ୟ ରାତ୍ର ରେ ପୂଜା ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ଧରି ପୂଜା ଚାଲିଥିଲା ।ଆଜି ୨୪ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି । ସଭାପତି ହୃଷୀକେଶ ଗୌରା ସମ୍ପାଦକ ପ୍ରଭାତ କୁମାର ମହାକୁଡୁ କୋଷାଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ ଉପକୋଷାଧ୍ୟକ୍ଷ ପ୍ରଦୀପ କୁମାର ସ୍ୱାଇଁ ବଟ କୃଷ୍ଣ ବେହେରା ଙ୍କ ତତ୍ଵାବଧାନରେ ମା ଙ୍କ ପୂଜା ପାଳନ ହୋଇଥିଲା। ଓ ସମସ୍ତ କର୍ମକର୍ତ୍ତାଙ୍କ ସହ ଯୋଗରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା



