ବାବୁରାଏ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ

କଳାହାଣ୍ଡି ଜିଲ୍ଲା ତା ୨୬/୧୧/୨୦୨୫ଦିନ ଜୁନାଗଡ ବ୍ଲକ ଅନ୍ତର୍ଗତ କେଲିଆଗ୍ରାମରେ ବାବୁରାଏ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ହୋଇଯାଇଛି,ଏହି ମନ୍ଦିର ଦିର୍ଘଦିନର ସପ୍ନ ଥିଲା, କିନ୍ତୁ ଆଜି ତାହା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅବଦାନ ପାଇଁ ସମାପନ ହୋଇଛିବୋଲି ଗ୍ରାମର ଜନସାଧାରଣ ଖୁସିରେ ଅଷ୍ଟପ୍ରହରୀ ନାମ ଯଜ୍ଞ କରି ଏହି ମନ୍ଦିର ପ୍ରତିଷ୍ଠା ସମାପନ କରିଛନ୍ତି,ଏଥିରେ ଗ୍ରାମର ମନ୍ଦିର ପୁଜକ ଶ୍ରୀବିର ମାଝୀ ଓ ତାଙ୍କ ପତ୍ନୀ କୌଶଲ୍ୟା ମାଝୀ ରହିଥିଲେ,ପ୍ରହରି ଯଜମାନ ଶ୍ରୀ କୈଳାଶ ଚନ୍ଦ୍ର ନାଏକ ଓ ତାଙ୍କ ଧର୍ମପତ୍ନୀ ସୁବର୍ଣି ନାଏକ ରହିଥିବାବେଳେ ଗ୍ରାମର ଶ୍ରୀ ଦେବରାଜ ସୁନାନୀ, ଶଲ୍ୟ ନାଏକ,ବସନ୍ତ ନାଏକ,ଜତିରାମ ନାଏକ, ମନୋରଞ୍ଜନ ତାଣ୍ଡି, ହିମାଂଶୁ ରଣା,ସୁଶାନ୍ତ ନାଏକ,ରୋହିତ ନାଏକ,ଏକାରାମ ସୁନାନୀ,ମଶ୍ରା,ରୋହିତ ନାଏକ,ମନୋଜ ବାଗ, ଲାବଣ୍ୟ ନାଏକ,ଏବଂ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ, ଏବଂ ଦର୍ଶକମାନେ ସୁନ୍ଦର ଭାବରେ ପ୍ରସାଦ ସେବନ କରି ହରିନାମରସ ପାନ କରି ଆନନ୍ଦ ଉପଭୋଗ କରିଥିଲେ। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


