ଜମି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବିଂଝାରପୁର ତହସିଲର ଭାର ପ୍ରାପ୍ତ ତହସିଲଦାର
ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ର ଭାର ପ୍ରାପ୍ତ ତହସିଲଦାର ପ୍ରଦୀପ କୁମାର ସେଠୀ ଜମି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଓ କଟକ ଭିଜିଲାନ୍ସ ବିଭାଗ ର ଅଧିକାରୀ ମାନଙ୍କ ହାତରେ ଧରାପଡ଼ି ଥିଲେ।ପରେ ସେ ରହୁଥିବା ଅଲାରପୁର ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରାଯାଇ ନଗଦ ୨ ଲକ୍ଷ ଟଙ୍କା ଓ ବିଭିନ୍ନ କାଗଜପତ୍ର,ବ୍ୟାଙ୍କ ପାସ୍ ବୁକ୍ ,ବୀମା କାଗଜ ପତ୍ର ଆଜି ଜବତ କରିଛି ଭିଜିଲାନ୍ସ ଟିମ୍।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

