
ଅନୁଗୋଳ. ତା.୦୬.୦୧:- ୭୭ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତ୍ତ ମୁତାବକ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଅନୁଗୋଳ ପି ଟି ସି ପଡିଆ ଠାରେ ଆୟୋଜନ ଜନ କରାଯିବ । ସେହିପରି ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ।
ସକାଳ ୬.୩୦ ମିନିଟରୁ ୭ ଘଟିକା ମଧ୍ୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକ ଦ୍ବାରା ପ୍ରଭାତଫେରୀ କରାଯିବ । ଏହାଛଡା ବିଭିନ୍ନ ଅନୁଷ୍ଠାନରେ ସକାଳ ୭.୩୦ ଘଟିକା ସମୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ନିର୍ଦ୍ଧାରିତ ସମୟ ସକାଳ । ୯.୧୫ ମିନିଟ୍ ସମୟରେ ପି ଟି ସି ପଡିଆ ଠାରେ ରାଜ୍ୟ ସରକାରଂକ ଦ୍ବାରା ସ୍ଥିରିକୃତ ମୁଖ୍ୟ ଅତିଥ୍ ଆନୁଷ୍ଠାନିକ ଜାତୀୟ ପତାକା ଊତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ କ୍ୟାଡେଟମାନଂ ଟମାନଂକ ଠାରୁ ଅଭିବାଦନ ଗ୍ରହଣ କରିବେ ଆନୁଷ୍ଠାନିକ ପରେଡ ମାର୍ଚ୍ଚ ପାଷ୍ଟ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଂକ ଦ୍ବାରା ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ମୁଖ୍ୟ ଊତ୍ସବ ଦିନ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ খুল ଓ କଲେଜର ଛାତ୍ର ଛାତ୍ରୀମାନଂକ ମଧ୍ୟରେ ବକ୍ତୃତା ଓ ଦେଶାତ୍ମବୋଧକ କଣ୍ଠ ସଂଗୀତ ପ୍ରତିଯୋଗିତ ପାଗିତା ଚଳିତ ମାସ୧ ମାସ୧୫ ଓ ୧୬ ତାରିଖରେ ଏବଂ ବଂ ପ୍ରି-ସ୍କୁଲ ଛାତ୍ର ଛାତ୍ରୀମାନଂକ ମଧ୍ୟରେ ଚିତ୍ରୋକନ(ରଂଗଭରୋ) ପ୍ରତିଯୋଗିତା ୧୬ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ । ପଂଚମ ଶ୍ରେଣୀ ଛାତ୍ରଛାତ୍ରୀମାନଂକ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତା ଓ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଂକ ମଧ୍ୟରେ ଏକକ ଅଭିନୟ ପ୍ରତିଯୋଗିତା ସାଧାରଣତନ୍ତ୍ର ଦିବସ ଊତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଅପରାହ୍ନ ୪.୦୦ ଘଟିକାରେ ଅନୁଷ୍ଠିତ ହେବ । ଏହାଛଡା ପରେଡ ଅଭ୍ୟାସ ଚଳିତ ମାସ ୨୨,୨୩ ଓ ୨୪ ତାରିଖରେ ପିଟିସି ପଡିଆରେ ସକାଳ ୮ ଘଟିକା ସମୟରେ ଅନୁଷ୍ଠିତ ହେବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀମାନଂକୁ ଫଳ ବଣ୍ଟନ କରାଯିବ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧ୍ଧକ୍ଷକ ଉପାସନା ପାଢି, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଡି ଏସପି (ଡିଆଇବି) ଶ୍ରୀ ଚିତ୍ତ ରଞନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧୁକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଓ ବେସରକାରୀ ବିଭାଗର କର୍ମକର୍ତ୍ତା, ସ୍ବେଛାସେବୀ, ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧୁମାନେ ଯୋଗ ଦେଇଥିଲେ ।



