ଭାଇଚାରାର ପବିତ୍ର ପର୍ବ ହୋଲି ଅବସରରେ ଢେ଼ଙ୍କାନାଳ ୱାର୍ଡ ନ 1, ତରଫରୁ ଢେଙ୍କାନାଳ ସହର କାଠଗଡ଼ା ନୂଆ ସାହି ଗ୍ରାମ ର ରାଧାକୃଷ୍ଣ ମନ୍ଦିର ଠାରେ ଆୟୋଜିତ ହୋଲି ଉତ୍ସବର ଭବ୍ୟ କାର୍ଯ୍ୟକ୍ରମରେ ଏସ. ଡ଼ି. ଏ ସଭାପତି ବିଭୁତି ଭୂଷଣ ଷେଣ୍ଢ ସାହି ସଭାପତି ଗୀତାରାଣୀ ପରିଡା ରୀନାରାଣୀ ସିଂ, ପୁରୁଷୋତ୍ତମ ବେହେରା, ଗୀତା ପଲେଇ, ପଙ୍କଜ, ବାପୁନି, ସିଲୁ, ଵିପ, ପାଗଳ, ବିପିନି, ସିଲୁ, ମୁନୁ ,ଟୁନୁ, ସାହି ର ନେତୃବୃନ୍ଦ, ଗୁରୁଜନ, ନୁଦ୍ଧିଜୀବୀ,ଛୋଟପିଲା , ତଥା ସ୍ଥାନୀୟ ଜନସାଧାରଣ ମା, ଭଉଣୀ ମାନେ ଯୋଗଦେଇଥିଲେ
ପ୍ରଭୁ ଶ୍ରୀରାଧାକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଖୁସିର ରଙ୍ଗ ପରିପୂର୍ଣ ହେଉ।



