

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 29ତମ ତିରୋଧାମ ଉତ୍ସବ ପାଳିତ ହୋଇଯାଇଛି. ,କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରେଣ୍ଡୋମାଝି ଭବନ ଠାରେ ଆଜି ପ୍ରବାଦ ପୁରୁଷ ବିଜୁପଟନାୟକ ଙ୍କ 29 ତମ ତିରୋଧାମ ଦିବସ ପାଳନ କରାଯାଇଛି,ଆଜିର ମୁଖ୍ୟ ଅତିଥି ଗରୀବର ବନ୍ଧୁ, ଦୁଃଖ ସୁଖ ର ସାଥି,ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଉଦ୍ୟମରେ ଆଜି ବିଜୁପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ଜୁନାଗଡ଼ ର ମାନ୍ୟ ଗଣ୍ୟ ବ୍ୟକ୍ତି କଳାହାଣ୍ଡି ଜିଲ୍ଲାପରିସଦ ଉପାଧ୍ୟାକ୍ଷା ଶ୍ରୀ ମତି ସୁଧୀରା ମେହେର, ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମେହେର, ଏନ ଏ ସି ଅଧ୍ୟାଖ୍ୟା ଶ୍ରୀମତୀ ହିମାଦ୍ରୀ ନାଏକ, ଜିଲ୍ଲାପରିଷଦ 3 ଜୁନ ଶ୍ରୀମତୀ ସଂଗୀତା ଖରସେଲ, ଲାଲବାହାଦୁର ଯାନୀ, ଦିଗାମ୍ବର ନାଏକ, ବ୍ଲକ ଉପାଧ୍ୟଖ୍ୟ ଶ୍ରୀ ପ୍ରମୋଦ ବେହେରା, ମହେଶ ସାହୁ ମାଲ୍ୟାପ୍ରଣ କରି ରେଣ୍ଡୋ ମାଝୀ ଭବନ ଠାରେ ସମସ୍ତ ପଂଚାୟତ ର ବିଜୁପ୍ରେମୀ, କ୍ୟାପ୍ଟଟେନ ପ୍ରେମୀ ନବୀନ ପ୍ରେମୀ ଓ ବିଯୁଜନତା ଦଳର କର୍ମୀ ମାନଙ୍କ ଉପସ୍ଥିତ ରେ ମଞ୍ଚାସୀନ ଅତିଥି ମାନେ ବିଜୁପଟ୍ଟନାୟକ ଜୀବନୀ ଓ କାର୍ଯ୍ୟକଳାପ ବିଷୟରେ ଦିଗଦର୍ଶନ ଦେଇଥିଲେ, କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ,.





