ଢେଙ୍କାନାଳ ଜିଲ୍ଲାର ସର୍ବବୃହତ ସୁନାଗହଣା ସୋରୁମ ଡିପିଜେପି ଜୁଏଲାରୀ ପରିବାର ତରଫରୁ ସବୁ ବର୍ଷ ପରି ଏବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ପାଳନ କରିବାପାଇଁ ପ୍ରୀୟଗ୍ରାହକ ମାନଙ୍କୁ ଅନୁରୋଧ କରିଅଛି. ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ BIS 916 HUID ହଲମାର୍କର ଅତ୍ୟାଧୁନିକ ଭିନ୍ନ ଭିନ୍ନ ଅପୂର୍ଵ ଡିଜାଇନର ସୁନାଗହଣା ସମ୍ଭାର.. ସବୁଠାରୁ କମ ସୁନାଦର ସର୍ବନିମ୍ନ ଗଢ଼ାମଜୁରୀ ସହିତ ସମସ୍ତ ଗ୍ରାହକ ମାନଙ୍କୁ ଉପହାର ଦିଆଯାଉଛି. ନୂଆ ନୂଆ ଡିଜାଇନର ରୁପା ଅଳଙ୍କାର ସହିତ ହୀରା ଅଳଙ୍କାରର ମନଲୋଭା ଡିଜାଇନ ସୁଲଭ ମୂଲ୍ୟରେ ଦିଆଯାଉଛି. ପୁରୁଣା ସୁନା ବଦଳରେ ତାର ଉପଯୁକ୍ତ ମୂଲ୍ୟ ଆମେ ଦେବୁ. ଆଗକୁ ବିବାହଋତୁ ଥିବାରୁ ଗ୍ରାହକବନ୍ଧୁ ଏସବୁର ଲାଭପ୍ରାପ୍ତ ହେବେ ବୋଲି ଡିପିଜେପି ଜୁଏଲାରୀ ତରଫରୁ ସୂଚନା ଦିଆଯାଉଅଛି.

April 19, 2026/
No Comments


