
ଆକାଶ ପାଠକଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍
ଜେ ବି ଏନ, ୧୨/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର), ଭୁବନେଶ୍ୱର : ଆକାଶ ପାଠକଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍ । ଟାଟା ମୋଟର୍ସରେ ଚାକିରି କରାଇବାକୁ ନେଇ ଠକେଇ ହୋଇଛି । ୬ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ ।ଟଙ୍କା ନେବା ପରେ ଆଶାୟୀଙ୍କୁ ଜାଲ କାଗଜପତ୍ର ଦେଇଥିଲେ । ଭାବୀ ଜ୍ୱାଇଁ ଆକାଶ ଟାଟା ମୋଟର୍ସରେ କାମ କରୁଥିବା କହୁଥିଲେ । ଆକାଶଙ୍କ ପିଏ ଡେଭିଡ୍ ପିଟରଙ୍କୁ ମଧ୍ୟ ପଚରାଉଚରା ହୋଇଥିଲା । ଅନେକ ଚାକିରି ଆଶାୟୀ ପ୍ରଦୀପ ଓ ସହଯୋଗୀଙ୍କୁ ଟଙ୍କା ଦେଇଥିଲେ । ଅନ୍ୟ ଯେଉଁ ମାନେ ଏହି ଠକାମି ରେ ପଡ଼ିଛନ୍ତି ସେମାନେ ନିଜର ଅଭିଯୋଗ ଜାଣନ୍ତୁ ଓ ସେମାନଙ୍କୁ ଆଇନ୍ ଅନୁଯାୟୀ ନିୟ ମିଳିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ପ୍ରକାଶ କରିଛନ୍ତି l




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)