ତାଳଚେର ଥାନାରେ ଯୋଗଦେଲେ ନୂତନ ଅଧିକାରୀ
ତାଳଚେର, ୧୭/ ୦୫ ତାଳଚେର ଥାନାରୁ ଦିଗବିଜୟ ବିଶ୍ୱାଳଙ୍କର ଛେଣ୍ଡପଦାକୁ ବଦଳି ହେବାପରେ ଏଠାକୁ ନୂତନଭାବେ ସେହି ଛେଣ୍ଡିପଦା ଥାନାରୁ ବିଭୂଦତ ରାଉତରାଏଙ୍କୁ ତାଳଚେର ଥାନାରେ ଅବସ୍ଥାପିତ କରାଯାଇଛି । ଶ୍ରୀ ବିଶ୍ୱାଳ ରାଉତରାଏଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । ଆଗାମୀ ଦିନରେ ତାଳଚେର ଅଂଚଳ କିଭଳି ଭାବେ ଶାନ୍ତିଶୃଙ୍ଖଳା, ବ୍ରାଉନସୁଗାର ମୁକ୍ତ ଏବଂ ଅପରାଧ ମୁକ୍ତ ଅଂଚଳଭାବେ ଗଠନ କରାଯାଇ ପାରିବ ସେ ଉପରେ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି ।

May 18, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-4-scaled.jpg)
