
ସମାଜ ରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ଆବଶ୍ୟକତା ସରକାରୀ ପ୍ରୋତ୍ସାହନ ବ୍ରହ୍ମପୁର :(ରୂପକ ମହାନ୍ତି )ବ୍ରହ୍ମପୁର ନିବାସୀ ସରିତା ପଣ୍ଡା, ଫ୍ୟାମିଲି ଟ୍ରଷ୍ଟ ମାଧ୍ୟମରେ ଓ ଅନେକ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ବ୍ରହ୍ମପୁର ବାସୀଙ୍କ ସେବା କରି ଅସୁଛନ୍ତି. ସମାଜ ସେଵୀ ସରିତା ପଣ୍ଡା ସମାଜରେ ଶିକ୍ଷା,ସ୍ୱାସ୍ଥ୍ୟ , ସଂସ୍କୃତି, ପରମ୍ପରା, ସୁସମ୍ପର୍କର ପ୍ରତିଷ୍ଠା, ସଂସ୍କାର, ଯୁବପିଢିଙ୍କୁ ଦିଗଦର୍ଶନ, ନାରୀ ସ୍ୱାବଲମ୍ବୀ. ପ୍ରାକୃତିକ ଉପାୟରେ କେଶରାଶି ଓ ମୁଖମଣ୍ଡଳ ର ସ୍ଵନ୍ଦର୍ଯ୍ୟ,ଜୀବନ ର ଅବବୋଧ ଓ ଦିଗଦର୍ଶନ , ଜୀବନଦର୍ଶନ ଓ ଆଧ୍ୟାତ୍ମିକତା କୁ ନେଇ ସ୍କୁଲ, କଲେଜ, ଵୃଦ୍ଧାଶ୍ରମ ଓ ବିଭିନ୍ନ ୱାର୍ଡ ଆଦିରେ ଅନେକ କାର୍ଯ୍ୟକ୍ରମ କରିବା...















