ବ୍ୟାରିକେଡରେ ଫସିଗଲା 4 ବର୍ଷ ନାବାଳିକାର ମୁଣ୍ଡ ଜେ ବି ଏନ, ୦୪/୦୪/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ପୁରୀ : ବ୍ୟାରିକେଡରେ ଫସିଲା ନାବାଳିକାର ମୁଣ୍ଡ। ବହୁ କସରତ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ବହୁ ସମୟ ଧରି ବ୍ୟାରିକେଡରେ ରହିଯାଇଥିଲା ମୁଣ୍ଡ। ପୁରୀ ବଡ଼ ଦାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନାନୁସାରେ, ଭବାନୀପାଟଣାରୁ ପୁରୀ ଆସିଥିଲେ ନାବାଳିକାଙ୍କ ପରିବାର ଲୋକ। ପୁରୀରେ ଠାକୁର ଦର୍ଶନ କରିବା ଲାଗି ଜମିଥିଲା ପ୍ରବଳ ଭିଡ଼। ତେବେ ଚପଲ ଷ୍ଟାଣ୍ଡ ବାରିକେଡରେ କୌଣସି କାରଣରୁ ସେ ଫସିଯାଇଥିଲେ। ବହୁ ସମୟ ଧରି ଲୁହା ରଡ୍...




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-9-scaled.jpg)

