ମୃତ ନାବାଳିକା ପରିବାର କୁ ଭେଟିଲେ କଂଗ୍ରେସ ଫ୍ୟାଟଫାଇଟି କମିଟି, ଅନୁଗୋଳ ଜିଲ୍ଲା କଣିହାଁ ଏନଟିପିସି ଥାନା ଅଞ୍ଚଳ ନାବାଳିକା ନିଖୋଜ ଓ ପରେ ହତ୍ୟା ଘଟଣା I ଆଜି ମୃତକ ନାବାଳିକା ପରିବାରକୁ କଂଗ୍ରେସ ର ଫ୍ୟାଟଫାଇଟି ଟିମ୍ ଭେଟି ସମବେଦନା ଜଣାଇଛନ୍ତି Iଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି ଙ୍କ ନିର୍ଦ୍ଦେସରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ବିଶ୍ୱକଲ୍ୟାଣି କରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦିକା ଶ୍ରିହାସ୍ମିତା ପଣ୍ଡା,ସମ୍ପାଦିକା ଜୟସ୍ମିତା ମହାନ୍ତି,ଭୂବନେଶ୍ୱର ସଭାନେତୀ ଶ୍ରିୟା ମହାନ୍ତି,କଣିହାଁ ବ୍ଲକ ସଭାପତି ମାନସ ରଞ୍ଜନ ପ୍ରଧାନ,ନାରୀନେତ୍ରୀ ଶାନ୍ତିଲତା ବେହେରା ମୂତ ନାବାଳିକା ପରିବାରକୁ ଭେଟିଥିବା ବେଳେ ଏ ମା ଆଖି...






