
ପଞ୍ଚାୟତ ଅଫିସ ରେ ତାଲା ପକାଇଲେ ଗାଁ ଲୋକେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର( କ )ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, CRP, MBK ଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ତାଲା ପକାଇଲେ ଗାଁ ଲୋକେ ।ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତିରେ ଏବେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା କରାଯାଇଛି ଅଭିଯୋଗ କଲେ ଗାଁ ଲୋକେ । ଆଜି ସାଧରଣତନ୍ତ୍ର ଦିବସରେ ପଞ୍ଚାୟତ ରେ ସାଧାରଣତନ୍ତ୍ର ଦିବସ ପାଳିତ ହେଲା ପରେ ଏକ ଭିନ୍ନ ଚିତ୍ର ଦେଖିବାକୁ...















