
( ନାଉଗାଁ ଠାରେ ବିଜୁ ଜନତା ଦଳ ତରଫରୁ ଅମରେନ୍ଦ୍ର ଙ୍କ ନେତୃତ୍ୱ ରେ ବନ୍ଧୁମିଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =3/9/23 ନାଉଁଗା ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ତୁମ୍ବେଶ୍ୱର ମହାଦେବ ମନ୍ଦିର ପରିସରରେ ବିଜେଡି ଯୁବ ନେତା ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଗଜରାଜପୁର, ରୋହିଆ , ଗଳଧାରି ଓ ବଛାଳ ଆଦି ୪ ଟି ପଞ୍ଚାୟତ କୁ ନେଇ ବିଜୁ ଜନତା ଦଳ ପକ୍ଷରୁ ବନ୍ଧୁମିଳନ ଓ ବୃକ୍ଷ ରୋପଣ ଏବଂ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନାଉଁଗା ପଞ୍ଚାୟତ ର ବିଜୁ ଜନତା ଦଳ...















