
( ମଦ୍ୟପ ଦିଅର ଆକ୍ରମଣ ରେ ଭାଉଜ ଗୁରୁତର | ଅଭିଯୁକ୍ତ ଦିଅର କୁ ଗିରଫ ଦାବିରେ ଏସ. ପି ଙ୍କୁ ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =22/8/23 ଘରୋଇ କଳି କୁ କେନ୍ଦ୍ର କରି ମଦ୍ୟପ ସାନ ଦିଅର ବଡ଼ ଭାଉଜ କୁ ଅତି ନିର୍ମମ ଭାବେ ଜିଆଇ ପାଇପ ଦ୍ଵାରା ଆକ୍ରମଣ କରିବାରୁ ଭାଉଜ ର ଗୋଡ଼ ଭାଙ୍ଗି ଚୁରମାର ହୋଇଯାଇଛି | ଯାହା ଦ୍ଵାରା ଭାଉଜ କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ରେ ଚିକିତ୍ସା କରାଯାଉଛି | ଏ ସମ୍ପର୍କ ରେ କୁଜଙ୍ଗ ପୋଲିସ ଦଶ ଦିନରୁ ଉର୍ଦ୍ଧ ହେବ ଅଭିଯୋଗ ପାଇ...















