
ଜଗତସିଂହପୁର: ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ତିର୍ତ୍ତୋଲ ଥାନା ସିରୋଳ ଗାଁରେ ପୁଲିସକୁ ମାଡ଼, ମହିଳା ଏଏସ୍ଆଇ ଗୁରୁତର, କଟକ ସ୍ଥାନାନ୍ତର; ଆଉ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା l

ଜଗତସିଂହପୁର: ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ତିର୍ତ୍ତୋଲ ଥାନା ସିରୋଳ ଗାଁରେ ପୁଲିସକୁ ମାଡ଼, ମହିଳା ଏଏସ୍ଆଇ ଗୁରୁତର, କଟକ ସ୍ଥାନାନ୍ତର; ଆଉ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା l

(ଟାଇମ୍ସ ଗୁଲୁକୁଳ ର ଏଗାର ତମ ବାର୍ଷିକ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =3/5/23 ଜଗତସିଂହପୁର ତରଡ଼ାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ର ଏଗାର ତମ ବାର୍ଷିକ ଉଛବ ତରଡ଼ାପଡା ଆଇ ଟି ଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି |ବିଶିଷ୍ଟ ନାଟ୍ୟକାର ଅଭୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଆଦ୍ୟାତ୍ମିକ ଗୁରୁ ବୀରେନ୍ଦ୍ର କୁମାର ପଣ୍ଡା ପ୍ରଦୀପ ପ୍ରଯ୍ୟଳନ କରି ଏହି ବାର୍ଷିକ ଉଛବ ଙ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଶିକ୍ଷକ ସରୋଜ କୁମାର ଦିବେଦୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଟାଇମ୍ସ ଗୁରୁକୁଳ ର ଅଧକ୍ଷା ସୌଦାମିନୀ...

( ଆପେ ଆପେ ଜଳୁଛି ନିଆଁ, ଭୟବିତ ଅବସ୍ଥାରେ ଅସହାୟ ପରିବାର) ଜଗତସିଂହପୁର ତା =3/5/23 ଆପେ ଆପେ ଜଳୁଛି ନିଆଁ , ଭୟବିତ ଅବସ୍ଥାରେ ଅସହାୟ ପରିବାର ଓ ଗ୍ରାମବାସୀ । ବାଉଁଶବୁଦା ମୂଳରେ ନିଆଁ ମନକୁ ମନ ଲାଗିଲାଣି ତ ଆଖି ପିଛୁଳାକେ ଘରର ଚୂଳ ଉପରେ ନିଆଁ ଲାଗିଲାଣି । ତାହା ମନକୁ ମନ ନିଆଁ ଲାଗି ଯାଉଛି । ଯାହାଫଳରେ ସେହି ଗାଁର ଗୋଟିଏ ଅସହାୟ ପରିବାର ଓ ଗ୍ରାମବାସୀ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି ଜଗତସିଂହପୁର ବ୍ଲକ ସିଂହାରପୁର ଗ୍ରାମ ପଞ୍ଚାୟତର ନବାପାଟଣା ଗ୍ରାମର ଭାଗବତ ସାହିରେ...

(ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ଶ୍ରମିକଦିବସ ପାଳିତ) ଜଗତସିଂହପୁର ତା =1/5/23 ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରସରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟାଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ | ସମ୍ନାନିତ ଅତିଥିଭାବେ ଜଗତସିଂହପୁର ପୋୖରାପରିଷଦ ଅଧ୍ୟକ୍ଷ୍ୟା ଅର୍ଚ୍ଚନା ସିଂହ |,ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ କନକପ୍ରଭା ଲେଙ୍କା |, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା |,ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ |, ରଘୁନାଥପୁର...

ଅବସର ନେଲେ ନେଉଳପୋଇ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ……………………………………… ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପାଞ୍ଚୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ସହକାରୀ ଗଣିତ ଶିକ୍ଷକ ଭାବରେ ଦ୍ରିଘ 40 ବର୍ଷ ଧରି ଶିକ୍ଷକତା କରି ଆସୁଥିବା ବେଳେ ଗତ 31ତାରିଖ ଏପ୍ରିଲ ମାସରେ ଅବସର ଗ୍ରହଣ କରିଛନ୍ତି l ଛାତ୍ର ବତ୍ସଲ ପରୋପକାରୀ, ଦକ୍ଷ ଗଣିତଜ୍ଞ ଭାବରେ ଛାତ୍ର ଛାତ୍ରୀ ଓ...

(ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରତିବାଦ ଦିବସ ପାଳିତ ) ଜଗତସିଂହପୁର ତା =1/5/23 ଓଡ଼ିଶାରେ ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲାରେ ପ୍ରତିବାଦ ଦିବସ ପାଳନ କରାଯାଇଛି । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁବିଧାସୁଯୋଗ ତୁଳନାରେ ଓଡ଼ିଶାରେ ସାମ୍ବାଦିକମାନଙ୍କୁ ତାହା ମିଳୁପାରୁନାହିଁ । ଏଣୁ ରାଜ୍ୟ ସରକାର ପ୍ରଚଳିତ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା |ଅଧିକାଂଶ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଓଡ଼ିଶାରେ ପେନସନ ସୁବିଧା ସାମ୍ବାଦିକମାନଙ୍କୁ...

ବଣମଲ୍ଲୀଙ୍କୁ ଲୋକଲୋଚନକୁ ଆଣିବାର ବଡ଼ ମାଧ୍ୟମ ହୋଇଛି ‘ମନ୍ କି ବାତ୍’- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର : ମନ୍ କି ବାତ୍ ଜରିଆରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତବର୍ଷର ଲୋକ ମାନଙ୍କର ଅଭିବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣୁଛନ୍ତି । ବିଶେଷ ଭାବରେ ମନ୍ କି ବାତ୍ ବଣମଲ୍ଲୀ ମାନଙ୍କୁ ଲୋକଲୋଚନକୁ ଆଣିବାର ବଡ଼ ମାଧ୍ୟମ ହୋଇଛି ବୋଲି ରବିବାର ବାଙ୍ଗାଲୋରରେ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଐତିହାସିକ ୧୦୦ତମ ଅଧ୍ୟାୟ ଶୁଣିବା ପରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ମନ୍ କି ବାତର...

ଅନଗୁଳ ସୁଷୁଡ଼ା ମାଳତୀ ବିହାର ମସାଣି ପଡିଆ ପଛ ପାଖରେ ଥିବା ମାନବ ସେବାଶ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ପରିଦର୍ଶନ କରିବା ସହ ଆଶ୍ରମ ରେ ପଚିଶ ଜଣ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ, ଆଶ୍ରମ ରେ ବୟସ୍କ ବୃଦ୍ଧ, ବୃଦ୍ଧା, କିନ୍ନର ଓ ଛୋଟ ପିଲାମାନଙ୍କ ପାଠ ପଢ଼ା ସହିତ ରହିବାର ସୁବିଧା କରାଯାଇଛି ଏବଂ ଛୋଟ ପିଲାଙ୍କ କିଛି ପିତା ମାତା ମଧ୍ୟ ରହୁଛନ୍ତି। ଏହି ଅବସରରେ ସେ ଅନ୍ତେବାସୀ ଙ୍କ ସହ ଭାବ ବିନିମୟ କରିବା ସହିତ ସମସ୍ୟା ପଚାରି ବୁଝିଥିଲେ, ଅସହାୟ ଙ୍କ ପାଇଁ...

(ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ) ଜଗତସିଂହପୁର ତା =29/4/23 ଜଗତସିଂହପୁର ଧୂଳି ମାଟିର ସନ୍ଥ, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଓ ତ୍ୟାଗବୀର ଗୋପବନ୍ଧୁ ଚୌଧୁରୀଙ୍କ ୬୫ ତମ ଶ୍ରାଦ୍ଧ ବାର୍ଷିକ ଆଜି ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡା ଗୁରୁକୁଳ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ ଏଥିରେ ସଭାପତିତ୍ବ କରିଥିଲେ। ଏହି ସଭାରେ ଗୁରୁକୁଳର ଅଧ୍ୟକ୍ଷା ସୌଦାମିନୀ ସାହୁ ଗୁରୁକୁଳର ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ମିଶ୍ର ଓ ଶିକ୍ଷକ ବିଚିତ୍ରା ନନ୍ଦ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମର ମୁକ୍ତି ତୀର୍ଥ ଜଗତସିଂହପୁର ର ଅଳକା ଆଶ୍ରମ...

(-ଜଗତସିଂହପୁର ସଂସ୍କୃତି ଭବନରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ) ଜଗତସିଂହପୁର ତା =29/4/23 -ଜଗତସିଂହପୁର ଆଦିକବି ଶାରଳାଦାଶ ସଂସ୍କୃତିଭବନ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ନାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ରୁଦ୍ରନାରାୟଣ ଦାସ ,| ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ଼ଃ କ୍ଷେତ୍ରବାସୀ ଦାସ | ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ମହାପାତ୍ର | ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଯଦୁନାଥ ପରିଡା ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ଡ଼ଃ ବୀରକିଶୋର...










All rights reserved. Designed by Inter Softech