
ସଂବିଧାନ ନିର୍ମାତା ବାବା ସାହେବ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଖମରା ହଲଦି ଗ୍ରାମରେ ମହା ସମାରୋହରେ ପାଳିତ
ଗୋଲାମୁଣ୍ଡା/୧୪/୪/୨୬/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖାମର ହଳଦୀ ଗ୍ରାମରେ ବାବା ସାହେବ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଥିଲା, ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦ ଙ୍କ ଆୟୋଜକରେ ଖମାର ହଲଦି ଗ୍ରାମରେ ପାଳିତ ହୋଇ ଥିଲା, ସର୍ବ ପ୍ରଥମେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ, ଯୁବକ ଯୁବତୀ ମାନଙ୍କୁ ନେଇ ରାଳୀ ଅନୁଷ୍ଠିତ ହୋଇଥିଲା, ଏହି ରାଲିରେ ଗୋଲାମୁଣ୍ଡା ଥାନା ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯୋଗ ଦେଇ ଥିଲେ,ଏହା ପରେ ଆଜିକାର ଜୟନ୍ତୀ ପାଳନ ଉପଲକ୍ଷେ ସଭାପତି ଅଭିମନ୍ୟୁ ନାଏକ, ମୂଖ୍ୟ ଅତିଥି ବେଣୁଧର ତାଣ୍ଡି ସମ୍ମାନୀତ ଅତିଥି ସନ୍ତଳାଲ ଦୀପ, କଳାହାଣ୍ଡି ଜିଲ୍ଲା AOSCF କାର୍ଯ୍ଯ କାରୀ ସଭାପତି ତେଜ ରାଜ ବେହେରା, ଗୋଲାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି,ମଖଲା ମହିଳା ମଣ୍ଡଲ ସଭାନେତ୍ରୀ ଚମ୍ପା ହରପାଲ, ସିଆଲଯୋଡ଼ି ମହିଲା ମଣ୍ଡଲ ସଭାନେତ୍ରୀ, ନିର୍ମାତା. ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ବିକାଶ ପରିଷଦ ସାଧାରଣ ସମ୍ପାଦକ କପୁରଚନ ସେଠିଆ. ଗୋଲାମୁଣ୍ଡା

ସମାଜସେବୀ ମୁନିଆ ସୀପକା,ଘୋଟିଆ ମହିଳା ମଣ୍ଡଲ ସଭାନେତ୍ରୀ କମଲେ ଜାଲ, ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ନୌକିଶୋର୍ ନାଗ, ଖଳିଆକାନି ପଞ୍ଚାୟତ ସରପଞ୍ଚ ପ୍ରତିନିଧୀ, ମୂଷିକ ମଙ୍ଗରାଜ, କାମପାଳ ସେଠୀଆ, ମକରନ୍ଦ ଦୀପ, ଭୁବନେ ସୁନାନି, ଅମର ନିଆଲ, ଜନ୍ମ୍ଜୟ ନାଇକ, ଉମା ନିଆଲ, ଟଙ୍କଧର ତାଣ୍ଡି, ମୁରଲି ଧର ବାଗ , ବିନୋଦ ପାଣି ଗ୍ରାହି, ସୁବାଷ ନିଆଲ, ଚିନ୍ତାମଣି ବାଗ ପ୍ରମୁଖ ଙ୍କୁ ମଞ୍ଚରେ ଅତିଥି ଭାବେ ଆସନ ଅଳଙ୍କୃତ କରିଥିଲେ, ଏବଂ ସମସ୍ତ ଅତିଥି ଙ୍କୁ ଓକୋଧୋକନ୍ ଦେଲା ପରେ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ଦୀପ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅତିଥି ମାନେ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉପରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ, ଏହି କାର୍ଯ୍ୟ କ୍ରମରେ କୁନି କୁନି ବାଳିକା ମାନେ ରାଲିରେ ଜୟ ଭୀମ ଜୟ ସମ୍ବିଧାନ ଗୀତରେ ନୃତ୍ୟ କରିଥିବାରୁ ଡ଼ମ୍ବ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି ଙ୍କ ନେତୃତ୍ବରେ ସମ୍ମାନିତ କରା ଯାଇ ଥିଲା, ଏ ନେଇ ଆଜିକାର ଜୟନ୍ତୀ ପାଳନ ଉପଲକ୍ଷେ ଗଣ ମାଧ୍ୟମ ପ୍ରତିନିଧି ଭାବେ ଭୁଜରାଜ ମଙ୍ଗରାଜ,ଡମ୍ବରୁ ଧର ଜାଲ,ସମାଜସେବୀ. ସରୋଜମ ଙ୍ଗରାଜ. ଟିକେରାମ ସେଠିଆ.. ନିଲାମ ବର ହରପାଳ. ମୁରଲୀ ସେଠିଆ ସୁଦର୍ଶନ ବେସରା ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



