( ଅମିନ, ଆର ଆଇ ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦଘାଟିତ ) ଜଗତସିଂହପୁର ତା =11/2/25ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ବାସନ୍ଦରା ଠାରେ ନୂତନ ଭାବେ ଅମିନ, ଆର ଆଇ ପ୍ରଶିକ୍ଷଣ ଅନୁଷ୍ଠାନ ଉଦଘାଟିତ ହୋଇଯାଇଛି |ମହାଦେବ ପ୍ରସାଦ ଜେନା ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଭାରତୀୟ ଜନତା ପାଟି ରାଜ୍ୟ ସମ୍ପାଦକ ତଥା ଯୁବ ଆଇନଜୀବୀ ରାଜକିଶୋର ବେହେରା, ସଂମ୍ମାନିତ ଅତିଥିଭାବେ ପ୍ରାକ୍ତନ ଉପ ଜ଼ିଲ୍ଲାପାଳ ବିବୁଧା ରଞ୍ଜନ ମହାନ୍ତି, ସଚ୍ଚିଦାନନ୍ଦ ରାଉତ, ବୈଷୟିକ ଶିକ୍ଷା ଯୁଗ୍ମ ନିର୍ଦେଶକ ରାଜେନ୍ଦ୍ର କୁମାର ସାହୁ, ବାସନ୍ଦରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଯୋଗଦେଇଥିଲେ | ଅମିନ, ଆର ଆଇ ପ୍ରଶିକ୍ଷଣ ଅନୁଷ୍ଠାନ...






