(କଣ୍ଟାବଳ୍ଳବପୁର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟନ )ଜଗତସିଂହପୁରତା =21/1/25କଣ୍ଟାବଳ୍ଳବପୁର ସେବା ସମବାୟ ସମିତି ପକ୍ଷରୁ ହାଟ ବଜ଼ାର ଠାରେ ଧାନ ମଣ୍ଡି ଉଦଘାଟନ ଉଛବ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଧାନ ମଣ୍ଡି କାର୍ଯ୍ୟାଳୟ କୁ ରିବନ କାଟି ଉଦଘାଟନ କରିବା ପରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ |ଏହା ପରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା | ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ |ମୁଖ୍ୟ ବକ୍ତା ଜଗତସିଂହପୁରଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ସଂମ୍ମାନିତ ଅତିଥିଭାବେ ପୌର...






