
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତ ହେବ ପ୍ରତି ପଞ୍ଜୀକରଣ ପାଇଁ ଗୋଟିଏ ଚାରା ରୋପଣ କରାଯିବ – ୪.୨ ଲକ୍ଷ ଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ ଉତ୍ସାହୀ ଅଂଶଗ୍ରହଣ କରିବେ ଭୁବନେଶ୍ବର : ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍ର ତୃତୀୟ ସଂସ୍କରଣ ବିଷୟରେ ଘୋଷଣା କରାଯାଇଛି ଯାହାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ବିଷୟବସ୍ତୁକୁ ନେଇ ଏହି ରନ୍ –...















