ସମ୍ବଲପୁର: ରେଢାଖୋଲ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଧନେଶ୍ୱର ଝଙ୍କାରକୁ ଏନକାଉଣ୍ଟର । ଏନକାଉଣ୍ଟରରେ ଧନେସ୍ୱରର ଡାହାଣ ଗୋଡରେ ଲାଗିଛି ଗୁଳି । ସକାଳ ପ୍ରାୟ ୫ଟା ୪୫ ମିନିଟରେ ତିନି ସହଯୋଗୀଙ୍କ ସହ ରେଢାଖୋଲ ଥାନା ସୀମା ଅନ୍ତର୍ଗତ ଡୁମ ଛାଲି ଜଙ୍ଗଲ ଅଞ୍ଚଳରେ ଥିବା ଜଣାପଡିଥିଲା । ତେବେ ଅଭିଯୁକ୍ତମାନେ ପଳାୟନ କରିବାକୁ ଉଦ୍ୟମ ବେଳେ ଏନକାଉମ୍ଟର କରିଥିଲା ପୋଲିସ । ଅଭିଯୁକ୍ତ ଧନେଶ୍ୱର ମଧ୍ୟ ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା । ତେବେ ପୋଲିସର ଜବାବୀ ଗୁଳି ସିଧା ଧନଶ୍ୱରର ଡାହାଣ ଗୋଡରେ ବାଜିଥିଲା । ଧନେଶ୍ୱରକୁ ଆହତ ଅବସ୍ଥାରେ ଧରିବା ପରେ...






