ଜମନକିରା ମହଦା ପଞ୍ଚାୟତ ବିଞ୍ଜିପାଲି ଉପୀ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ପ୍ରୋଗ୍ରାମ ପାଳିତ ହୋଇଯାଇଛି ହାରେଶ ଭୋଏ ସଭାପତିତ୍ବରେ ମୁଖ୍ୟ ଅତିଥି ଦେବାନନ୍ଦ୍ ପ୍ରଧାନ ସମ୍ମାନିତ ଅତିଥି ଶେସଦେବ ପଟେଲ ସମିତି ସଭ୍ୟ ସୁଶିଲ ମାକର ବକ୍ତା ଅନ୍ତଜ୍ୟାମି ମହାରଣା ସୁଶାନ୍ତ ପ୍ରଧାନ ପ୍ରମୋଜ ମନ୍ତୁ ପ୍ରଧାନ (ମଞ୍ଚାଚାଲନା) ମଞ୍ଜୁଲତା ପଟେଲ (ପ୍ରଧାନ ଶି୍ଷୟିତ୍ରୀ) ମଧୁମିତା ନାଏକ, କନକ ମଞ୍ଜରୀ ପଟେଲ,ପଙ୍କଜିନି, ରଜୀବ ଧୁରୁଆ ସହଯୋଗ କରିଥିଲେ । ରେକଡ୍ ଡ୍ୟାନସ ସାଟିବିକେଟ ପ୍ରଦାନ କରାଯାଇଥିଲା।ପ୍ରାୟ ସାତଟି ସ୍କୁଲ ରୁ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଥିଲେ ।କେନାଡ଼ିପା ସ୍କୁଲ ପ୍ରିତି ସାହୁ ଗ୍ରୁପ ପ୍ରଥମ ପ୍ରାଇଜ ପୁରସ୍କାର...






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-scaled.jpg)