ମାଁ ସୁବର୍ଣ୍ଣରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ । ମାନଝରି କୁ ହରାଇ କାନ୍ଦୁଲଝେର ବିଜୟୀ ଗୋଲାମୁଣ୍ଡା,୨୧/୨ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅଧିନ ଟିଙ୍ଗିପଦର ଗ୍ରାମ ସ୍ଥିତ ସୁରେନ୍ ବାହେଲି ଖେଳ ପଡ଼ିଆ ଠାରେ ମାଁ ସୁବର୍ଣ୍ଣରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଏହି ଉଦଘାଟନୀ ଦିବସରେ ମାନଝରି ଓ କାନ୍ଦୁଲଝେର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ କପୂର୍ଚନ ସେଠିଆ, ଜଗନ୍ନାଥ ମଲିକ, ଦେବରାଜ ଭାଟି,ବୈକୁଣ୍ଠ ବିହାରୀ,ମନୋହର ବିହାରୀ,ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମାନଝରି ଦଳ ପ୍ରଥମେ ବେଟିଙ୍ଗ କରି ୧୨ ଓଭରରେ ୧୪୮ ରନ ସଂଗ୍ରହ...






