ବହୁ ଧୁମ ଧାମ ରେ ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ …..ଜୁନାଗଡ଼-୧୪/୯(ଆପ୍ର) ମହାଆଡମ୍ବର ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା , । ମା ଲଙ୍କେଶ୍ବରୀ ଙ୍କ ବାର ମାସ ରେ ତେର ପର୍ବ ପାଳିତ ହେଉଥିବା ବେଳେ ଖଣ୍ଡାବସା ପର୍ବ ଅନ୍ୟତମ ଶାରଦୀୟ ଦଶହରା ର ଆଗମନ ପ୍ରଥମ ରୁ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ । ଆସ୍ପିନ ମାସ ମୂଳାଷ୍ଟମୀ ମାଙ୍କ ଖଣ୍ଡାବସା ପର୍ବ ହୋଇଥାଏ । ନାଗ ବଂଶୀୟ ରାଜା ମା ଲଙ୍କେସ୍ଵରି ଙ୍କ ଖଣ୍ଡାବସା ପର୍ଵ କେଉଁ ଆବହମାନ କାଳରୁ କରିଆସୁଥିବା ପରମ୍ପରା ଅଦ୍ୟାବଧି ଚାଲି...






