
ଆସନ୍ତା ତା ୦୧-୦୪-୨୦୨୩ ରିଖରେ ଭୁବନେଶ୍ବର, ନୂଆଦିଲ୍ଲୀ, କୋଲକାତା ଏବଂ ସମସ୍ତ ଜିଲ୍ଲାସ୍ତରରେ ଉତ୍କଳ ଦିବସ ଉତ୍ସବ ପାଳନ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିବେ।

ଆସନ୍ତା ତା ୦୧-୦୪-୨୦୨୩ ରିଖରେ ଭୁବନେଶ୍ବର, ନୂଆଦିଲ୍ଲୀ, କୋଲକାତା ଏବଂ ସମସ୍ତ ଜିଲ୍ଲାସ୍ତରରେ ଉତ୍କଳ ଦିବସ ଉତ୍ସବ ପାଳନ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିବେ।

ନରେନ୍ଦ୍ରପୁର ୨୭ ମାର୍ଚ୍ଚ ୨୦୨୩ ଟାଟା ଷ୍ଟିଲ ମେରାମଣ୍ଡଳି (ଟି ଏସ୍ ଏମ୍) ଏହାର ଉଲ୍ଲେଖନୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଜଏଂଟ କମିଟି ଅନ ଅଫ ସେପ୍ଟି ହେଲଥ ଆଣ୍ଡ ଏନଭରମେଣ୍ଟ ଇନ୍ ଷ୍ଟିଲ୍ इंडस्ट्री ଠାରୁ ସମ୍ମାନ ଜନକ ଇସ୍ପାତ ସୁରକ୍ଷା ପୁରସ୍କାର ହାସଲ କରିଛି। ଏକ ବିଶିଷ୍ଟ ଜାତୀୟ ସୁରକ୍ଷା ଜେ ସି ଏସ୍ ଏସ୍ ଆଇ ପକ୍ଷରୁ ୨୦୨୩ ମାର୍ଚ୍ଚ ୨୨ ତାରିଖରେ ରାଞ୍ଚିଠାରେ ଆୟୋଜିତ ଇସ୍ପାତ ସୁରକ୍ଷା ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯଇଥିଲା। ୨୦୨୧ଓ୨୦୨୨ କ୍ୟାଲେଣ୍ଡର୍ ବର୍ଷ ପାଇଁ ସମ୍ମନିତ ଇସ୍ପାତ କାରଖାନା ରେ ଶୁନ ଘାତକ ଦୁର୍ଘଟଣା ଏବଂ ୨୦୨୧ କ୍ୟାଲେଣ୍ଡର୍...

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧକ୍ଷ୍ୟ ଯେଉଁ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ଓ ବିଭିର୍ଣ ସମୟରେ ଏଲ.ଏ.ପି ୧୯୮ସଭ୍ୟ ସଭ୍ୟା ଙ୍କୁ ବୈଠକ ଡାକି ଯେଉଁ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ସେହି ବିଷୟ କୁ ନେଇ ଆଜି ବୈଠକରେ ସଙ୍ଘ ତରଫରୁ ଘୋର ନିନ୍ଦା କରାଯାଇଅଛି ।ଗତ କିଛି ମାସ ତଳେ ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ସାଂସଦ ମାନ୍ୟବର...

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ । ଗୋଲାମୁଣ୍ଡା ଆଜିଠାରୁ ସାରା ଓଡିଶାରେ ଡ୍ରାଇଭର ମହାସଙ୍ଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ ଆନ୍ଦୋଳନ କରାଯାଇଥିବା ବେଳେ ଗୋଲାମୁଣ୍ଡା ବ୍ଲକର କେଗାଁ,ମହାଳିଙ୍ଗ,ଫରଙ୍ଗ, ବୃନ୍ଦାବାହାଲ ଓ ଗୋଲାମୁଣ୍ଡା ଠାରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲା ସତ୍ତ୍ୱେ ବି ସରକାର ଶୁଣୁ ନ ଥିବାରୁ ଏପରି ପଦକ୍ଷେପ ନେଇଥିବା ଗୋଳାମୁଣ୍ଡା ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି । ୧୦ ଦଫା ଦାବିପତ୍ର ମଧ୍ୟରୁ କୋରାନା ଯୋଦ୍ଧା ମାନ୍ୟତା,ଡ୍ରାଇଭର...

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର ଧନେଶ୍ୱର ମାଝୀ ଙ୍କ ଦୁଇ ପୁଅ ହେଲେ ନଟବର ମାଝୀ ଓ ରାଜକିଶୋର ମାଝୀ। ଉଭୟଙ୍କ ମଧ୍ୟରେ ଜମି ବାଡି ଭାଗବଣ୍ଟା କୁ ନେଇ ବିବାଦ ରହିଥିଲା। ରାଜକିଶୋର ଅନୁଗୋଳ କଲେଜ ନିକଟରେ ଭଡା ଘର ନେଇ ରହୁଛନ୍ତି। ଜମିବାଡି ଭାଗ ବଣ୍ଟା କୁ ନେଇ ସରପଞ୍ଚ ଙ୍କ ମାଧ୍ୟମରେ ୧୨/୦୩/୨୦୨୩ ରବିବାର ଦିନ ମିଂମାସା ହେବାର ଥିଲା।...

‘ବିଜୁ ଏକ୍ସପ୍ରେସ୍ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ । ଗୋଲାମୁଣ୍ଡା,୦୫/୦୩: ଆଜି ଓଡ଼ିଶା ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ମୋଟ ୫୨୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୫୭୩ କୋଟି ଟଙ୍କାର ୧୧୩ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି...

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ ଗୋଳାମୁଣ୍ଡା କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଚାହକା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିଙ୍ଗଭାଡ଼ି ଗ୍ରାମର ବୈଜଳ ଶବର(୩୦) ପି ଅମର ଶବର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାଇ ଗରଗାଵ ରୁ ନିଜ ଘରକୁ ଗତକାଲି ରାତ୍ରିରେ ଆସୁଥିବା ବେଳେ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ କେଗାଁ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ କେଗାଁ ପୋଲିସ ଏସ ଆଇ ମେଘରାୟେ ହାସଦା...

ଭିଜିଲାନ୍ସ ଯନ୍ତାରେ ବଡ ମାଛ , କ୍ଷୁଦ୍ର ଜଳସେଚନ ବିଭାଗ ଭବାନୀପାଟଣା.ଆଜି ସକାଳୁ ଭବାନୀପାଟଣା ସର୍କିଲ 1 ର କ୍ଷୁଦ୍ର ଜଳସେଚନ ବିଭାଗ ର ଉପମୁଖ୍ୟ ଯନ୍ତ୍ରୀ ଶ୍ରୀ କନ୍ଦର୍ପ ପ୍ରଧାନ ଙ୍କ ଘର,ଅଫିସ ସମେତ ଏକକାଳୀନ ଆଠଟି ଜାଗାରେ ଆୟ ବହିରଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ଦ୍ୱାର ଚଢ଼ାଉଜାରିରହିଛି.ଏହି ସର୍ଚ୍ଚ ଅପରେସନ ରେ ଚାରିଜଣ DSP ପାହିଆ ଅଫିସର ଙ୍କ ସମେତ ଦଶଜଣ ଇନିସ ସ୍ପେଟର ପାହିଆ ଅଫିସର ନିୟଜିତ ଥିଲେ. ବର୍ତମାନ ସୁଦ୍ଧା କୋଟି କୋଟି ଟଙ୍କାର ସମ୍ପତି ଭିଜିଲାନ୍ସ ଠାବ କରିସାରିଲେଣି. ବହୁ ପୂର୍ବରୁ ଶ୍ରୀ ପ୍ରଧାନ ଙ୍କ ନାମରେ ଭିଜିଲାନ୍ସ ରେ...

ଅନୁଗୋଳ ଜିଲ୍ଲା ପୌରପୋଳିକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ ଶୁଭ ଆରମ୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଯୋଗ ଦେଇ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ୭୨ଟି ସାଇକେଲ ବଣ୍ଟନ କରିଛନ୍ତି। ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ପୌରପାଳିକା ଉପାଧ୍ୟକ୍ଷା, ଅନୁଗୋଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ କାଉସିଲର ମାନେ...

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି...











All rights reserved. Designed by Inter Softech