କେନ୍ଦୁଝର ଜିଲ୍ଲା ବନଖଣ୍ଡରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଉତ୍ପାତ କେନ୍ଦୁଝର ଜିଲ୍ଲା ତଥା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଦାଦାଗିରି। ଏହିଭଳି ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ରେଞ୍ଜ ରେ ହାତୀ ପଲଙ୍କ ଉତ୍ପାତ, ଭାଙ୍ଗୁଛନ୍ତି ଘର, ଧାନ ଚାଉଳ ଖାଇବାସହ ନଶ୍ଟକରୁଛନ୍ତି ଧାନ,ଚାଉଳ ଓ ଫସଲ।ପାଟଣା ରେଞ୍ଜ ରେ ବର୍ତ୍ତମାନ ଘୁରି ବୁଲୁଛନ୍ତି ପାଖାପାଖି ୩୦ ରୁ ଉର୍ଦ୍ଧ ହାତୀ,ବିଭିନ୍ନ ଅଞ୍ଚଳରେ ପଶି ଘର ଭାଙ୍ଗିଭାଙ୍ଗୁଛନ୍ତି ଓ ଧାନ ଚାଉଳ ଖାଇବା ସହ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି ଫସଲ। ରୁଆ ଧାନ କ୍ଷେତରେ...






