
ଶିକ୍ଷକ ଅନ୍ୟତ୍ର ବଦଳୀ କୁ ନେଇ ସ୍କୁଲରେ ତାଲା ପକାଇଲେ ଅବିଭାବକ ଛାତ୍ରଛାତ୍ରୀ ମାନେ ଆମ ସ୍କୁଲର ଜାନୀ ସାର୍ କୁ ଅନ୍ୟତ୍ର ପଠାଇଲେ ଆମେ ସ୍କୁଲ ଯୁବୁ ନାହିଁ। ଏମିତି କହିବା ପରେ ଅବିଭାବକ ମାନେ ବିଇଓଙ୍କୁ ଲିଖିତ ଅଭିଯୋଗ ଦେଇ ସାର୍ କୁ ଅନ୍ୟତ୍ର ନ ପଠାଇବା ପାଇଁ ଅନୁରୋଧ କରିଥିଲେ। ହେଲେ ସେହି ସାର୍ ଡେପୁଟେସନରେ ଯିବାକଥା ଜାଣିବାକୁ ପାଇ ସ୍କୁଲ କୋକସରା ବ୍ଲକ ନୂଆଗୁଡ଼ା କାଦୋପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗେଟରେ ତାଲା ପକାଇ ଅବିଭାବକ ଓ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନ କରିଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ତେବେ ବିଦ୍ୟାଳୟରେ...















