ହାଇଦରାବାଦ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କନ୍ୟା ତଥା ପୂର୍ବତନ ବିଧାୟିକା କେ.କବିତା ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ନୂତନ ଦଳର ନାମ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସେନା) ରଖାଯାଇଛି। ଶନିବାର ମେଦଚାଲ ଜିଲା ଅନ୍ତର୍ଗତ ମୁନିରାବାଦଠାରେ ଆୟୋଜିତ ଉତ୍ସବରେ କବିତା ଦଳ ଗଠନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାବେଳେ ଦଳର ପତାକାକୁ ଉନ୍ମୋଚନ କରିଛନ୍ତି। ତେଲଙ୍ଗାନାର ୩୩ଟି ଜିଲାରୁ ପ୍ରାୟ ୫୦ ହଜାର ସମର୍ଥକ ଏହି ଉତ୍ସବରେ ଯୋଗଦେଇଥିବା ଜଣାପଡିଛି।ସୂଚନାଯୋଗ୍ୟ ସ୍ବତନ୍ତ୍ର ତେଲଙ୍ଗାନା ରାଜ୍ୟ ଗଠନ ଲକ୍ଷ୍ୟରେ କବିତାଙ୍କ ପିତା କେସିଆର ୨୦୦୧ରେ ପ୍ରଥମେ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସମିତି) ନାମରେ ଦଳ ଗଠନ...




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-19-scaled.jpg)

