ସଟ୍ସାରକିଟ୍ ଯୋଗୁଁ ନିଆଁଲାଗି ଆସବାବପତ୍ର ପୋଡ଼ି ଛାରଖାର୍ତାଳଚେର, ୨୭/୦୭ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମରେ ଆଜି ଘଟି ଯାଇଛି ଏକ ଅଘଟଣ । ଘରର ପରିବାରବର୍ଗ ଗୋବିନ୍ଦ ଦଳବେହେରା (୨୮) ତାଙ୍କ ପରିବାରକୁ ନେଇ ଘରେ ତାଲାପକାଇ ଚିକିତ୍ସା ନିମନ୍ତେ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଘରେ ସଟସାରକିଟ୍ ହେବା ଫଳରେ ଘର ଭିତରେ ଥିବା ନୂତନ ଫ୍ରିଜ୍, କୁଲର୍, ପଲଙ୍କ, ଲୁଗାପଟା ଓ ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହେବା ସହିତ ଘରର କବାଟ ଝରକା ମଧ୍ୟ ବାଦ୍ ପଡ଼ିନଥିଲା । ଏହି ଖବରପାଇ ଶ୍ରୀ ବେହେରା ତୁରନ୍ତ ଘରକୁ ଯାଇ ଦେଖିବା...






