
ବନ ବିଭାଗ ଅବହେଳା ଯୋଗୁଁ ଘଟିଛି ଘଟଣା ବୋଲି ପରିବାର ଲୋକେ ଆଣିଲେ ଅଭିଯୋଗ। ଅନୁଗୋଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତ ବଉଳି ନାଳ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା କରିଛନ୍ତି ।ମୃତ ବ୍ୟକ୍ତି ଜଣକ ହେଲେ ବସଲା ଗ୍ରାମର ବୃଦ୍ଧ ସିଦ୍ଧେଶ୍ୱର ସେଠୀ (୬୫) ।ସୂଚନା ଯେ, ଗତକାଲି ଦିନ ୧୧ ଘଟିକା ବେଳେ ବଉଳି ନାଳ କୁ ଗାଧୋଇବା ପାଇଁ ଯାଇଥିଲେ ସିଦ୍ଧେଶ୍ୱର। ଘର କୁ ନ ଫେରିବାରୁ ଘର ଲୋକ ଚାରି ଆଡେ ଖୋଜା ଖୋଜି କରିଥିଲେ। ଆଜି ସକାଳ ସମୟରେ ସିଦ୍ଧେଶ୍ୱର ଙ୍କ ମୃତ ଦେହ ଦେଖି ଗ୍ରାମବାସୀ ଘର ଲୋକଙ୍କୁ...















