
(ଜନ ସମ୍ପର୍କ ପଦଯାତ୍ରା କୁ ନେଇ ଦ୍ୱନ୍ଦ୍ୱ ରେ ବିଜେଡି କର୍ମୀ ) ଜଗତସିଂହପୁର ତା =11/10/23 ପ୍ରବାଦପୁରୁଷ ଙ୍କ ନାମରେ ନାମିତ ଶାସକ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ତୃଣମୂଳ ସ୍ତରରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଂଚାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଜନ ସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ କରାଯାଇ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ରେ ଉଦଯାପିତ କରାଯାଇଛି | ଏହି ପରିପ୍ରେକ୍ଷୀରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ଯୁବ ସମାଜସେବୀ ସଂଜୀବ ବିଶ୍ୱାଳ ଙ୍କ ଦ୍ଵାରା ଖୋଦ ବାଲିକୁଦା ଅଞ୍ଚଳରେ ହଜାର ହଜାର ବିଜେଡି କର୍ମୀ...















