
( ଆଦର୍ଶ ମୋ ସେବକେନ୍ଦ୍ର ଉଦଘାଟିତ ) ଜଗତସିଂହପୁର ତା =5/6/23 5ଟି-ଉପକ୍ରମରେ ଜଗତସିଂହପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ପାରୁଲ୍ ପଟାୱରୀଙ୍କ କରକମଳରେ ଏକ ଆଦର୍ଶ ମୋ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି I ଏହି ଆଦର୍ଶ ମୋ ସେବା କେନ୍ଦ୍ରରେ ଜନସାଧାରଣ ଆଧାର କାର୍ଡ ପଞ୍ଜିକରଣ ଏବଂ ଆଧାର କାର୍ଡ ନବୀକରଣ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ ବିଭାଗ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, କୃଷି ଏବଂ କୃଷକ ସଶକ୍ତିକରଣ, ବାଣିଜ୍ୟ ଏବଂ ପରିବହନ, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ...















