
(10 ହଜାର ଟଙ୍କା ରେ 15 ଦିନ ର ଶିଶୁ ପୁତ୍ର କୁ ବିକିଲେ ନିର୍ଦୟି ବାପା ଆଉ ମା ) ଜଗତସିଂହପୁର ତା =6/2/23 ଜଗତସିଂହପୁର ଜିଲ୍ଲା ସଦର ଅଞ୍ଚଳ ରେ ଘଟିଛି ଅଭବନୀୟ ଘଟଣା 15 ଦିନର ଶିଶୁ ପୁତ୍ର କୁ 10 ହଜାର ଟଙ୍କା ରେ ବିକିଲେ ବାପା ଆଉ ମା l ଘଟଣା ଟି ଘଟିଛି ଜଗତସିଂହପୁର ସଦର ମୁଣ୍ଡାସାହି ଅଞ୍ଚଳ ରେ l 15 ଦିନ ର ଶିଶୁ ପୁତ୍ର କୁ ବିକିଥିବା ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଂଚି ଥିଲା ଜିଲ୍ଲା ଚାଇଲ୍ଦି ଲାଇନି l ଏହି ଘଟଣା ସମ୍ବନ୍ଧରେ ଜାଣିବା...















