ଭାରତୀୟ କଳା-ସଂସ୍କୃତିର ବାହକ କଳାକାରଙ୍କୁ ରାଷ୍ଟ୍ରପତିଙ୍କ ସମ୍ମାନ ନୂଆଦିଲ୍ଲୀ, ଅଗଷ୍ଟ ୧୩: ଭାରତୀୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୨୦୨୪ ଓ ୨୦୨୫ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋଶିପ୍ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି। ସମ୍ମାନ ପ୍ରଦାନ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ସମ୍ମାନିତ ହୋଇଥିବା କଳାକାରମାନେ ମିଳିତ ଭାବେ ଭାରତର ଏକ ବିଶାଳ ସାଂସ୍କୃତିକ ମାନଚିତ୍ର ଗଢ଼ିଛନ୍ତି। ଏହି ମାନଚିତ୍ରରେ ଦେଶର ବିଭିନ୍ନ ଅଞ୍ଚଳର ଲୋକକଥା, ଗୀତ, ନୃତ୍ୟ, ପର୍ବପର୍ବାଣୀ ସହିତ...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)



