
ଭୁବନେଶ୍ୱର: ସହରାଞ୍ଚଳ ଶାସନରେ ଦକ୍ଷତା,ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ଗୃହ ଓ ନଗର...

ପୁରୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତ୍ତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ।ପୁଲିସ ସୂତ୍ରରୁ ଅନୁସାରେ ତୃଣମୂଳ କଂଗ୍ରେସ ବିଧାୟକ ଦିଲୀପ ମଣ୍ଡଳଙ୍କୁ ପୁରୀରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଛି। ବିରୋଧୀଙ୍କୁ ଧମକ ଦେବା ଅଭିଯୋଗ...

୭ ମେ ହେଉ ଫକିର୍ ଦିନ୍ – ବିଭୁତି ଭୁଷଣ ନାଥ,ପରମାଣ୍ପୁର୍ରେ ଫକିର ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ପାଲିତ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନିର୍ମାଏଲ୍ ସାହିତ୍ୟ ସଂସଦ ପରମାଣ୍ପୁର ଦ୍ବାରା ଲକ୍ଷ୍ମୀ ନାରାୟଣ ଯୁବକ ସଙ୍ଘ ସହଯୋଗରେ ସୁନାମ ଧନ୍ୟ ସମଲ୍ପୁରି ସଙ୍ଗିତ ବିଶାରଦ ଫକିର ମୋହନ ପଟ୍ଟନାୟକଙ୍କ...

ମୋହନ ସରକାରରେ ଲାଞ୍ଚୂଆ ଅଧିକାରୀଙ୍କ ତ୍ରାହିନାହିଁ, ବନ୍ଧାହେଲେ ACSO। ରାଜ୍ୟରେ ବିଜେପି ସରକାର୍ ତଥା ମୋହନ ସରକାର୍ ଆସିବା ପରେ ସତେ ଯେମିତିକି ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଶନିଦଶା ଘାରିଛି । ମୋହନ ସରକାରରେ ତ୍ରାହି ନାହିଁ ଲାଞ୍ଚୁଆ ଅଧିକାରୀଙ୍କୁ। ଯିଏ ଯୋଉଠି ଥିଲେବି ଗୋଡେଇ ଗୋଡେଇ ବାନ୍ଧୁଛି ଭିଜିଲାନ୍ସ। ସେହିପରି ଆଉଜଣେ ସରକାରୀ ଅଧିକାରୀ ଙ୍କୁ...

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମଳ ମାସର ପୁରୁଷୋତ୍ତମୀ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣଧୁପ ,ସନ୍ଧ୍ୟା ବେଳେ ଆଳତୀ...

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ନୂତନ ଯୋଜନା ଅଧୀନରେ ବର୍ତ୍ତମାନ ଲୋକଙ୍କୁ ମାତ୍ର ୫ ଟଙ୍କାରେ ମାଛ ଏବଂ ଭାତ (ମାଛ-ଭାତ) ଖାଇବାକୁ ମିଳିବ।...

ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ‘ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୫’ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ବର୍ଗରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ଦ୍ଵିତୀୟ ପୁରସ୍କାର ମେରାମଣ୍ଡଳୀ, 31/12/2025: ଟାଟା ଷ୍ଟିଲର ମେରାମଣ୍ଡଳୀ ପ୍ଲାଣ୍ଟ ପ୍ରତିଷ୍ଠିତ ‘ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୫’ରେ ସମ୍ମାନିତ ହୋଇଛି । ଲୌହ ଓ ଇସ୍ପାତ ଶିଳ୍ପ ଅନ୍ତର୍ଗତ ‘ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ’ ବର୍ଗରେ...

ଭୁବନେଶ୍ୱର : ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚଳିତ ବର୍ଷ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ। ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢର ବିଷୟବସ୍ତୁ ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ଆଧାରରେ ଓଡିଶାର ପ୍ରଜ୍ଞାପନ...

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦୀର୍ଘ ଅସୁସ୍ଥତା ପରେ ପରଲୋକ ଘଟିଛି। ତାଙ୍କ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମଙ୍ଗଳବାର ଏହି ଖବରକୁ ନିଶ୍ଚିତ କରିଛି। ୮୦ ବର୍ଷୀୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ। ଡାକ୍ତରଙ୍କ ଅନୁଯାୟୀ, ସେ ଆର୍ଥ୍ରାଇଟିସ୍ ଏବଂ ମଧୁମେହରେ ମଧ୍ୟ ପୀଡିତ...

କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ସହିତ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟର ସଫଳତା ସହ ପରୀକ୍ଷଣ କରିଛି । ଡିଆରଡିଓ ସୋମବାର ଓଡ଼ିଶାର ଚାନ୍ଦିପୁରରେ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟର ପ୍ରଥମ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଭାରତୀୟ ସେନାର ଭବିଷ୍ୟତର ଯୁଦ୍ଧ କ୍ଷମତାକୁ ମଜଭୁତ କରିବ । ଏହି ସଫଳତା ପାଇଁ...

ନୂଆଦିଲ୍ଲୀ: ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ ପ୍ରାୟ ତିନି ଘଣ୍ଟା ସମୟ ବିତାଇଥିଲେ ମହାମହିମ । ଏହା ଭାରତୀୟ ନୌସେନାର ସାମରିକ...

ଉତ୍ତରପ୍ରଦେଶରେ କଟିଲା ୨.୮୯ କୋଟି ମତଦାତାଙ୍କ ନାମ ଉତ୍ତରପ୍ରଦେଶରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଅଧୀନରେ ପ୍ରାୟ ୨.୮୯ କୋଟି ମତଦାତାଙ୍କ ନାମ କଟାଯାଇଛି। ମୃତ ଓ ଅନୁପସ୍ଥିତ ଭୋଟର୍ଙ୍କ ନାମ ହଟାଇ ଦିଆଯାଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ପ୍ରକ୍ରିୟା ଆଜି ଶେଷ ହୋଇଥିବା ବେଳେ ୩୧ ଡିସେମ୍ବରରେ ଡ୍ରାଫ୍ଟ...










All rights reserved. Designed by Inter Softech