
ଆଇନ ଶୃଙ୍ଖଳା ଚିନ୍ତା ମଧ୍ୟରେ ଅଭ୍ୟାସଗତ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର: (୧୦ ମଇ) ଓଡ଼ିଶା ଡିଜିପି ୱାଇବି ଖୁରାନିଆ ରବିବାର ପୋଲିସ ଅଧିକାରୀମାନଙ୍କୁ ଅପରାଧୀଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ (ଏନବିଡବ୍ଲୁ) କାର୍ଯ୍ୟକାରୀ କରିବାକୁ ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ...

ବର୍ଷେ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ କି ବିଦେଶ ଯାଆନ୍ତୁ ନାହିଁ # ସାଧାରଣ ପରିବହନ, ଇଭି ବ୍ୟବହାର କରନ୍ତୁ ମହଙ୍ଗା ହେତୁ ଇନ୍ଧନ ସଂଚୟ କରନ୍ତୁ ହାଇଦ୍ରାବାଦ/ ଭୁବନେଶ୍ୱର,୧୧/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଉପୁଜିଥିବା ବିଶ୍ୱ ସଙ୍କଟର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରବିବାର ନାଗରିକମାନଙ୍କୁ...

ଭୁବନେଶ୍ୱର: କନଷ୍ଟେବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବାଲିଅନ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ଆଜି କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଜାରି ରଖିଛନ୍ତି । ସୌମ୍ୟଙ୍କ ସାଙ୍ଗ ଓମ ପ୍ରକାଶକୁ ପଚରା ଉଚରା କରିବା ସହ ପରିବାର କୁ ପଚରା ଉଚରା କରୁଛନ୍ତି । ବାଲିଅନ୍ତା ଥାନାର ୪...

ଭୁବନେଶ୍ୱର: ବାଲିଅନ୍ତା ଭିଡ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ବଦଳିଲେ ବାଲିଅନ୍ତା ଥାନା ଆଇଆଇସି, ୪ ପୋଲିସ ସସପେଣ୍ଡ । ଜଣେ ଏସଆଇ, ଜଣେ ଏଏସଆଇ, ଜଣେ ଓଏପିଏଫଙ୍କୁ ସସପେଣ୍ଡ କରାଯାଇଛି । ଜଣେ କନଷ୍ଟେବଲ ସସପେଣ୍ଡ ସହ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର କରାଯାଇଛି । ବାଲିଅନ୍ତା ଆଇଆଇସି ଅନୀଲ ପରିଡା ୟୁପିଡି, ଭୁବନେଶ୍ୱର...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଦେଶର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଛନ୍ତି । ଏହି ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ସହାୟତାରେ...

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢୁଛି ଆଉ ଏହାରି ଭିତରେ ବାତ୍ୟାକୁ ନେଇ ଆସିଛି ବଡ ଖବର । ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ଗଭୀର ଅଵପାତରେ ପରିଣତ ହେବା ସମ୍ଭାବନା ରହିଛି।...

ବୁଧବାର ନାମାଙ୍କନ ଦାଖଲ କଲେ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଉପରାଷ୍ଟ୍ରପତି ପଦ ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ପ୍ରଥମେ ଅଭିଯୋଗ ନେଇ ଆସିଲେ, ତାପରେ ଜୋରରେ ଚିଲେଇଲେ, ଆଉ ଶେଷରେ ଚାପୁଡ଼ା ମାରିଲେ । ହଁ ଆଜ୍ଞା, ସକାଳୁ ସକାଳୁ ଦିଲ୍ଲୀରୁ ଆସିଲା ବଡ଼ ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ। INDI ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଲେ। ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଶରଦ ପାୱାର ଉପସ୍ଥିତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ । ରେଡ୍ଡୀ ହେଉଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏବଂ ସେ ଗୋଆର ପ୍ରଥମ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ବିହାରର ଓ ପଶ୍ଚିମବଙ୍ଗ ଗସ୍ତ କରି ପ୍ରାୟ ୧୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପୂର୍ବାହ୍ନରେ ଶ୍ରୀ ମୋଦୀ ପ୍ରଥମେ ବିହାର ଗସ୍ତ କରି ୧୩ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ...

ଛତିଶଗଡ଼ରେ ଆଜି ୧୦ ମହିଳାଙ୍କ ସମେତ ମୋଟ୍ ୨୯ ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଲାଗି ପ୍ରାୟ ୫୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦନ୍ତେୱାଡ଼ା ଜିଲ୍ଲାରେ ୨୧ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ପୁଲିସ୍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର...

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍-୨୦୨୫ ।ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ ପାରିତ । ଅନଲାଇନ୍ ଗେମ୍ ଅନେକ ଲୋକଙ୍କ ଜୀବନ ନେଉଛି କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘୩୧ ମାସରେ ୩୨ ଜଣ ଲୋକ ଅନ୍ଲାଇନ୍ ଗେମ୍ ଖେଳି ପ୍ରାଣ ହରାଇଛନ୍ତି’,’ଅନଲାଇନ୍ ଗେମ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ହେଉଛି’ ।










All rights reserved. Designed by Inter Softech