
ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକଙ୍କୁ ଶୁଭ ସକାଳ। ଆଜି ମଙ୍ଗଳବାର, ୧୨ ମେ ୨୦୨୬। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ।♈ ମେଷ (Aries)ଆଜି ଆପଣଙ୍କ ପାଇଁ ଉତ୍ସାହଜନକ ଦିନ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ।ଶୁଭ ଫଳାଫଳ: ଆର୍ଥିକ ଉନ୍ନତି ଓ ନୂତନ କାର୍ଯ୍ୟାରମ୍ଭ।ଶୁଭ ସଂଖ୍ୟା: ୯, ଶୁଭ ରଙ୍ଗ: ନାଲି।ଶୁଭ...

ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ ବିଡ଼ିଓ କକ୍ଷ ହଲ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଯାଇଛି। 11-5-2026 ଷୋମବାର ଦିନ ଅନୁଷ୍ଠିତ ହୋଇଛି।ଜିଲ୍ଲା ପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଅଭିଯୋଗ ଶୁଣାଣି ରେ ବିଡ଼ିଓ ରବୀନ୍ଦ୍ର ସେଠି,ତହସିଲଦାର ପ୍ରବୀନା ବିଲୁମ୍ ବ୍ୟକ୍ତି ଗତ ଭାବରେ 35 ଜଣ ,ଗୋଷ୍ଠୀ ଗତ ଭାବେ 41 ଜଣ,...

୧୫୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ତାଳଚେରବାସୀ ପାନୀୟ ଜଳରୁ ବଂଚିତ ହେବା ନେଇମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ତାଳଚେର, ୧୧/୦୫ ତାଳଚେରରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ୱେ ଅଂଚଳବାସୀ ପାନୀୟ ଜଳରୁ ବଂଚିତ ହେବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ...

ବଳରାମ କୋଇଲା ଖଣିରେ ସଂଘବଦ୍ଧ ଆକ୍ରମଣ ଘଟଣା : ଗିରଫଦାରୀ କେବେ?୩ଦିନ ପରେ ମଧ୍ୟ ପୋଲିସ୍ ହାତ ଖାଲି଼ ତାଳଚେର, ୧୧/୦୫ ବଳରାମ ଖଣିରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ୩ଦିନ ପୁରି ଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲି ରହିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି । ଦୁଇଜଣ ଆହାତ ବ୍ୟକ୍ତିଙ୍କ...

ହିନ୍ଦୋଳ -ଅଦ୍ୟ ତା-06-05-2026- ରିଖ ଦିନ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଅଛି | ଉକ୍ତ କାର୍ଯ୍ୟକ୍ରମରେ ତା 30-04-2026 ରିଖରେ ଅନୁଷ୍ଠାନରୁ ଅବସର ଗ୍ରହଣ କରିଥିବା ପାଠାଗାର ପରିଚାରକ ଶ୍ରୀଯୁକ୍ତ ନବକିଶୋର ପ୍ରଧାନଙ୍କୁ, ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ତଥା ସମସ୍ତ କର୍ମଚାରୀ...

ଟାଟା ପାୱାରର ଶ୍ରମିକ ମାରଣ ନୀତି ବିରୋଧରେ ପ୍ରତିବାଦ ଓ ଧାରଣା କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଚାଲିଛି କମ୍ପାନୀ ରାଜ୍।ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଛଟେଇ କରିବାର ଷଡ଼ଯନ୍ତ୍ର କରାଯାଇ ଆଜି ଯୋଡା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଠିକା ଶ୍ରମିକ। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା...

ଜାପାନର ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା। ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ ପ୍ରଶଂସା କଲେ ପ୍ରବାସୀ। ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ୧୫ତମ ଭାରତ-ଜାପାନ ଶିଖର ବୈଠକରେ ଯୋଗଦେବେ ମୋଦି । ଟୋକିଓରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ।

ଭୁବନେଶ୍ୱର, ୨୮/୦୮ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦ ନିକଟବର୍ତ୍ତୀ ହଂସଲପୁର ଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଇଲେକ୍ଟ୍ରିକ ବ୍ୟାଟେରୀ ଚାଳିତ ଯାନ ଇ-ଭିଟାରାର ଶୁଭାରମ୍ଭ କରିଛନ୍ତି । ଏହି ଯାନ ୧୦୦ଟି ଦେଶକୁ ରପ୍ତାନୀର ଶୁଭାରମ୍ଭ କରିବା ସହ ଶ୍ରୀ ମୋଦୀ ହଂସଲପୁରଠାରେ ଥିବା...

ଦିଲ୍ଲୀ ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ। ଗତ ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳିଥିଲା, ଯେଉଁଥିରେ ସିଆରପିଏଫ କମାଣ୍ଡୋ ତାଙ୍କୁ ସୁରକ୍ଷା ଦେବେ...

ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ଦେବା ସମୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକ ଡିଗ୍ରୀର ବିବରଣୀ ସାର୍ବଜନୀନ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବାଧ୍ୟ ନୁହେଁ । ଡିଗ୍ରୀ ପ୍ରକାଶ କରିବା ପାଇଁ କେନ୍ଦ୍ରୀୟ ସୂଚନା କମିସନରଙ୍କ ନିର୍ଦ୍ଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି । ୨୦୧୬ ମସିହାରେ, କେନ୍ଦ୍ରୀୟ ସୂଚନା ଆୟୋଗ (CIC)...

ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ଗୁଜରାଟର ଅହମ୍ମଦାବାଦରେ ୫ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆତ୍ମନିର୍ଭରତାକୁ ଅଧିକ ସଶକ୍ତ କରିବା ଲାଗି ସରକାର...










All rights reserved. Designed by Inter Softech